ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଷୀ ଗୁରୁତର…

ଛତ୍ରପୁର : ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଷୀ ଗୁରୁତର । ଛତ୍ରପୁର ଥାନା ଚିକଲଖଣ୍ଡି ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି, ଏମ . ଲାଛମେୟା (୬୦ ବର୍ଷ) ନାମକ ଚାଷୀ ଝରପୋଖରୀ ନିକଟ ବିଲକୁ ଯିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି l ତାଙ୍କୁ ଛତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l

ବାରହା ମାରିବା ପାଇଁ ବିଦ୍ୟୁତ ତାର ବିଛାଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି l ସେ ତାଙ୍କ ବିଲକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କହିଛନ୍ତି ଆହତ ଏମ . ଲାଛମେୟା |

nis-ad
Leave A Reply

Your email address will not be published.