Browsing Category

ବିଦେଶ

ସେଣ୍ଟ୍ରାଲ ପ୍ୟାରିସରେ ଆଖିବୁଜା ଗୁଳିମାଡ଼: ୨ ମୃତ, ୬୦ ବର୍ଷୀୟ ବୃଦ୍ଧ ଗିରଫ

ପ୍ୟାରିସ: ସେଣ୍ଟ୍ରାଲ ପ୍ୟାରିସରେ ଆଜି ହଠାତ୍‌ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ସେହିପରି ଗୁଳିମାଡ଼ କରିଥିବା ୬୦ ବର୍ଷୀୟ ବୃଦ୍ଧଙ୍କୁ ପୁଲିସ ଗିରଫ କରି ସ୍ଥିତିକୁ ନିୟନ୍ତ୍ରଣ କରିଛି। ଗୁଳିମାଡ଼ର କାରଣ ଜଣାପଡ଼ି ନଥିଲେ…

ନିଜକୁ ନିଜେ ବିସ୍ଫୋରଣରେ ଉଡ଼ାଇ ଦେଲା ଆତଙ୍କବାଦୀ, ପୁଲିସ୍‌ କର୍ମଚାରୀ ମୃତ

ଇସଲାମାବାଦ: ପାକିସ୍ତାନର ରାଜଧାନୀ ଇସଲାମାବାଦର ଆଇ-୧୦/୪ ସେକ୍ଟରରେ ଜଣେ ଆତଙ୍କବାଦୀ ଆଜି ଆତ୍ମଘାତୀ ହମଲା କରିଛି। ଏଥିରେ ଜଣେ ପୁଲିସ୍‌ କର୍ମଚାରୀ ସହିଦ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣ ପୁଲିସ୍‌ କର୍ମଚାରୀ ଓ ୨ ଜଣ ସାଧାରଣ ଲୋକ ରହିଛନ୍ତି। କାର୍‌…

ତାଲିବାନ ସରକାରଙ୍କ କଡା କଟକଣା: ଝିଅମାନଙ୍କଙ୍କୁ ବିଶ୍ୱବିଦ୍ୟାଳୟ ପାଠ ପଢିବା ମନା

ନୂଆଦିଲ୍ଲୀ : ତାଲିବାନ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ପାଠ ପଢା ମନା । ତାଲିବାନରେ ଝିଅମାନଙ୍କ ଉପରେ ଏଭଳି କଟକଣା ଲଗାଇଛି ତାଲିବାନ ସରକାର । ତାଲିବାନ୍‌ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନୋଟିସ ହୋଇଛି। ଝିଅମାନଙ୍କ ବିଶ୍ୱବିଦ୍ୟାଳୟ…

ଥାଇଲାଣ୍ଡ ଜାହାଜ ବୁଡ଼ି ଘଟଣା : ଏବେ ବି ୨୯ ନିଖୋଜ

ବ୍ୟାଙ୍କକ୍ : ଗତ ରବିବାର ରାତିରେ ହୋଇଥିବା ଥାଇଲାଣ୍ଡ ଯୁଦ୍ଧ ଜାହାଜ ଏଚଟିଏମଏସ ସୁଖୋଥାଇ ବୁଡ଼ି ଘଟଣାକୁ ୨ ଦିନ ହୋଇଯାଇଥିଲେ ବି ଏବେ ବି ୨୯ ନୌସେନା କର୍ମଚାରୀ ନିଖୋଜ ଅଛନ୍ତି । ସେମାନଙ୍କ ସନ୍ଧାନ ଓ ଉଦ୍ଧାର ପାଇଁ ଥାଇଲାଣ୍ଡର ନୌସେନା ପକ୍ଷରୁ ଉଦ୍ୟମ ଜାରି ରହିଛି । ଥାଇଲାଣ୍ଡ…

ଆଗାମୀ ୯୦ ଦିନ ମଧ୍ୟରେ ଚୀନ୍‌ର ୬୦ ପ୍ରତିଶତ ହେବେ ସଂକ୍ରମିତ : ବିଶେଷଜ୍ଞ

ବେଜିଂ: ଚୀନରେ କରୋନା ମହାମାରୀ ଏବେ ହୁ ହୁ ହୋଇ ବଢିବାକୁ ଆରମ୍ଭ କରିଛି । କଠୋର କୋଭିଡ୍ ପ୍ରତିବନ୍ଧକକୁ ହଟାଇ ଦେବା ପରେ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପକ ଭାବେ ବଢ଼ିବାରେ ଲାଗିଛି। ଏହା ସହିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଆଶାତୀତ ବୃଦ୍ଧି ଘଟିଛି। ବିଶେଷଜ୍ଞଙ୍କ ମତ ଅନୁଯାୟୀ,…

ଥମୁନି ହିଜାବ ନିଆଁ, ଓସ୍କାର ବିଜୟୀ ଅଭିନେତ୍ରୀ ଗିରଫ

ତେହରାନ: ଇରାନ୍‌ରେ ଜାରି ରହିଛି ହିଜାବ ବିରୋଧୀ ପ୍ରଦର୍ଶନ। ହଜାର ହଜାର ଲୋକେ ହିଜାବ ଓ ସରକାରଙ୍କ ଡ୍ରେସ୍ କୋଡ୍ ନୀତିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ବହୁଦିନ ଧରି ଏହି ପ୍ରଦର୍ଶନ ଜାରି ରହିଛି। ତେବେ ଏହି ବିକ୍ଷୋଭ ପ୍ରଦର୍ଶନକୁ ଜଣେ ଓସ୍କାର ବିଜୟୀ ଅଭିନେତ୍ରୀ ସମର୍ଥନ କରିବା…

ଚୀନର ବେଜିଂ ରେ ଦ୍ରୁତଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ବେଜିଂ : କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଚୀନର ବେଜିଂ ଏବେ ଏକ ଭୂତ ସହରରେ ପରିଣତ ହୋଇଛି। ଚୀନର ରାଜଧାନୀ ବେଜିଂର ଲୋକସଂଖ୍ୟା ୨.୨ କୋଟି ହେବ। ଏଠାରେ ଦୋକାନବଜାର ବନ୍ଦ ଥିବାବେଳେ ରେସ୍ତୋରାଁଗୁଡ଼ିକ ଜନଶୂନ୍ୟ ହୋଇଯାଇଛି। ଫଳରେ ଚୀନ ବସ୍ତୁତଃ ଏକ ଭୂତ ସହର ଭଳି ଲାଗୁଛି। …

୨୦୨୫ ପରେ ଟୋକିଓରେ ନିର୍ମିତ ଘରେ ସୌରଶକ୍ତି ବାଧ୍ୟତାମୂଳକ

ଟୋକିଓ: ଜାପାନ ରାଜଧାନୀ ଟୋକିଓରେ ଗୃହ ନିର୍ମାତାମାନଙ୍କ ପାଇଁ ସମସ୍ୟା ବଢ଼ିଲା। ୨୦୨୫ ଏପ୍ରିଲ ପରେ ଏଠାରେ ରିଅଲ ଇଷ୍ଟେଟ ସଂସ୍ଥାଗୁଡ଼ିକ ଯେଉଁ ଘର ନିର୍ମାଣ କରିବେ ସେଥିରେ ସୌର ପ୍ୟାନେଲ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଘରୁ ନିର୍ଗତ ହେଉଥିବା ଅଙ୍ଗାରକ ନିର୍ଗମନକୁ ହ୍ରାସ କରିବା ପାଇଁ…

ଗୋଟିଏ ଦିନରେ ୭୦ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ

କିଭ: ଯୁଦ୍ଧ ପରଠାରୁ ରୁଷ ଶୁକ୍ରବାର ୟୁକ୍ରେନ ଉପରେ ବଡ଼ଧରଣର ଆକ୍ରମଣ କରିଛି। ଗୋଟିଏ ଦିନରେ ୭୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ରୁଷ ସେନା। ୟୁକ୍ରେନ୍‌ର ଦ୍ୱିତୀୟ ବୃହତମ ସହର କିଭ୍‌କୁ ଧ୍ୱସ୍ତବିଧ୍ୱସ୍ତ କରିଛି ଶତ୍ରୁ ରାଷ୍ଟ୍ର । ପ୍ରତିପପକ୍ଷ ସେନାର ଘନ ଘନ ମିଶାଇଲ ମାଡ଼…

କିବ୍‌ ଆକ୍ରମଣ ଲାଗି ରୁଷ୍‌ ୨ ଲକ୍ଷ ନୂଆ ସୈନିକ ପ୍ରସ୍ତୁତି କରୁଛି: ୟୁକ୍ରେନ୍‌

କିବ୍‌: ୨୦୨୩ ଆଦ୍ୟ ମାସଗୁଡ଼ିକରେ କିବ୍‌ ଉପରେ ରୁଷ୍‌ ପୁଣି ଥରେ ଆକ୍ରମଣ କରିପାରେ ବୋଲି ୟୁକ୍ରେନ୍‌ ସଶସ୍ତ୍ର ବାହିନୀର ମୁଖ୍ୟ କମାଣ୍ଡର୍‌ ଅନୁମାନ କରୁଥିବା କଥା ଗୁରୁବାର ଦିନ ‘ଦି ଇକୋନୋମିଷ୍ଟ୍‌’ ପ୍ରକାଶ କରିଥିବା ସାକ୍ଷାତ୍‌କାରରୁ ଜଣାପଡ଼ିଛି। ଏବେ ବେଶୀ ଅଂଶ ୟୁକ୍ରେନ୍‌ର ପୂର୍ବ…