Browsing Category

ଧର୍ମ ସଂସ୍କୃତି

ଶ୍ରୀକ୍ଷେତ୍ରରେ ମା ବିମଳାଙ୍କ ମହାସପ୍ତମୀ ପୂଜା

ପୁରୀ ୦୧।୧୦ : ଶାରଦୀୟ ଦୁର୍ଗା ପୂଜା ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର। ପବିତ୍ର ମୂଳାଷ୍ଟମୀ ଠାରୁ ସହରର ବିଭିନ୍ନ ଦେବୀ ପୀଠ ଗୁଡିକରେ ଶୋଡଷ ଉପଚାର ପୂଜା ଚାଲିଥିବା ବେଳେ ଆଜି ଦେବୀ ପୀଠ ଗୁଡିକରେ ମହାସପ୍ତମୀ ମହାଡମ୍ବର ରେ ପାଳନ ହେଉଛି। ସେହିପରି ଶ୍ରୀମନ୍ଦିରରେ ମା ବିମଳାଙ୍କ

ମା’ ବିରଜା ଦେବୀଙ୍କ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା

ଯାଜପୁର ୦୧/୧୦: ମା’ ବିରଜା ଦେବୀଙ୍କ ଷୋଡଶ ଉପଚାର ପୂଜା ଚାଲିଥିବା ବେଳେ ନଵଦିନାତ୍ମକ ପୂଜା ଚାଲିଛି । ନଵଦିନାତ୍ମକର ଆଜି ହେଉଛି ସପ୍ତମୀ ପୂଜା । ସପ୍ତମୀ ପୂଜାରେ ମାଙ୍କ ପାଦ ସ୍ପର୍ଶ ସହ ମୁଖ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି । ଗତକାଲି ଓ ଆଜିର ପୂଜା କାର୍ଯ୍ୟକୁ

ମା’ ଶାରଳାଙ୍କ ପୀଠରେ ମହା ସପ୍ତମୀ ପୂଜା

ଜଗତସିଂହପୁର: ଆଜି ମା’ ଶାରଳାଙ୍କ ପୀଠରେ ମହା ସପ୍ତମୀ ପୂଜା। ଏଥିପାଇଁ ଚଳଚଞ୍ଚଳ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠ। ଚଣ୍ଡୀ ପାଠ, ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ପାର୍ବଣ ପୂଜା

ନବରାତ୍ରର ଦ୍ୱିତୀୟ ଦିନରେ ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା

ଭୁବନେଶ୍ୱର ୨୭/୦୯: ଶାରଦୀୟ ନବରାତ୍ର ପର୍ବର ୨ୟ ଦିନ ମାତା ବ୍ରହ୍ମଚାରିଣୀଙ୍କ ପୂଜାର୍ଚ୍ଚନା କରାଯାଏ । ସାଧକ ଏହି ଦିନ ମା’ଙ୍କ ଚରଣରେ ମନ ଲଗାଇଥାନ୍ତି । ବ୍ରହ୍ମର ଅର୍ଥ ତପସ୍ୟା ଏବଂ ଚାରିଣୀର ଅର୍ଥ ଆଚରଣକାରୀ (ସ୍ତ୍ରୀଲିଙ୍ଗ) । ବ୍ରହ୍ମଚାରିଣୀର ଅର୍ଥ ତପ ଆଚରଣକାରୀ (ସ୍ତ୍ରୀଲିଙ୍ଗ) ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା

ପୁରୀ,୨୬/୦୯: ଶ୍ରୀମନ୍ଦିରରେ ଚାଲିଛି ଦୁର୍ଗାମାଧବଙ୍କ ଉପାସନା । ରବିବାର ଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଶାକ୍ତ ଗୁଣ୍ଡିଚା । ବଡ଼ଦେଉଳରୁ ଦୁର୍ଗାମାଧବ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀଙ୍କ ମନ୍ଦିରରେ ବିଜେ ହୋଇଥିଲେ । ନାରାୟଣୀଙ୍କ ମନ୍ଦିରରେ ଦୁର୍ଗାମାଧବଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ପବିିତ୍ର ମହାଳୟାରେ ପୁରୀର ପଞ୍ଚ ପୁଷ୍କରିଣୀ ଓ ଭୁବନେଶ୍ବରର ବିନ୍ଦୁ ସାଗରରେ ପିଣ୍ଡ ଦାନ

ପୁରୀ: ଆଜି ପବିିତ୍ର ମହାଳୟା । ଆଜି ଦିନରେ ପିତୃ ପୁରୁଷଙ୍କୁ ପିଣ୍ଡ ଦେବାର ପରମ୍ପରା ରହିଛି । ଆଜି ପିତୃପକ୍ଷର ଶେଷ ଦିବସରେ ପିତୃ ପୁରୁଷଙ୍କ ଆତ୍ମାର ସଦ୍‌ଗତି କାମନା କରି ପୁରୀର ପଞ୍ଚ ପୁଷ୍କରିଣୀ ତଥା ମହୋଦଧିରେ ମଧ୍ୟ ଶ୍ରଦ୍ଧାଳୁ ମାନେ ଶ୍ରାଦ୍ଧ ଦେଇଥାନ୍ତି । ଆଶ୍ୱିନମାସ

ପ୍ରସିଦ୍ଧ ଶକ୍ତି ପୀଠ ମା ରାମଚଣ୍ଡୀ ଙ୍କ ଠାରେ ଶାରଦୀୟ ନବରାତ୍ରୀ ପୂଜା ସୋମବାର ଠାରୁ ଆରମ୍ଭ…

ଛତ୍ରପୁର ,୨୫/୯, ଛତ୍ରପୁର ନିକଟ ପ୍ରସିଦ୍ଧ ଶକ୍ତି ପୀଠ ମା ରାମଚଣ୍ଡୀ ଙ୍କ ଠାରେ ଶାରଦୀୟ ନବରାତ୍ରୀ ପୂଜା ସୋମବାର ଠାରୁ ଦିନ ଆରମ୍ଭ ହୋଇଛି, ମା ଙ୍କ ଠାରେ ପ୍ରତିଦିନ ଚଣ୍ଡୀ ପାଠ, ଷୋଡ଼ଶ ଉପଚାର ପୂଜା ସହ ବିଭିନ୍ନ ନୀତି ଅନୁଷ୍ଠିତ ହୋଇଥାଏ, ଗତ ୧୯୪୨ ମସିହା ଠାରୁ ଏହି ନବରାତ୍ରି ପୂଜା

ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚୁକ ଓ ବଡଓଷା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଆଠଗଡ: ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚୁକ ଓ ବଡଓଷା ଯାତ୍ରା ପାଇଁ ଆଜି ପୀଠ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ଯୋଗୁଁ ୨ବର୍ଷ ପରେ ଶ୍ରଦ୍ଧାଳୁମାନେ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ ସହ ବଡଓଷା ବ୍ରତ ପୀଠରେ ପାଳିପାରିବେ। ନଭେମ୍ବର ୪ରୁ ପଞ୍ଚୁକ ଆରମ୍ଭ ହୋଇ ୮ ତାରିଖରେ

ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଏନଓସି ପ୍ରଦାନ କଲା NMA

ପୁରୀ : ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର ନିର୍ମାଣ ପାଇଁ ମିଳିଲା ଏନଓସି । ସର୍ତ୍ତ ସହ ଅନୁମତି ଦେଇଛନ୍ତି ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ । ନିଷିଦ୍ଧାଞ୍ଚଳରେ ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ ନିର୍ମାଣ ହେବ। ଏହାସହ କ୍ଲକ୍‌ ରୁମ୍‌, କ୍ଲକରୁମ୍‌, ସେଲଟର୍‌ ପାଭିଲିଅନ, ସେବାୟତଙ୍କ

ଦେବୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା

ଦେବୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା। ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ଦୁର୍ଗାଷ୍ଟମୀରେ ଶେଷ ହେବ। ଏହି ସମୟରେ ମା’ଙ୍କୁ ପ୍ରତ୍ୟେକ ଦିନ ଷୋଡ଼ଶ ଉପଚାରରେ ପୂଜା କରାଯିବ ସହ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ତେବେ ଷୋଳ ପୂଜା ପାଇଁ ଜଗତସିଂହପୁର ଜିଲ୍ଲାର