Sign in
Sign in
Recover your password.
A password will be e-mailed to you.
Browsing Category
ବିଶେଷ ଖବର
ଲାଲ ମାଟି ର ଗଡ଼ ଖୋର୍ଦ୍ଧା…
ବିଶ୍ବବିଜୟୀ ଦାଶ
ଖୋର୍ଦ୍ଧା : ୧୯୯୩ ମସିହା ଅପ୍ରେଲ ପହିଲା ଦିନ ଖୋର୍ଦ୍ଧା ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ ଅପ୍ରେଲ ୧୯୯୩ ପୂର୍ବରୁ ଏହା ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା ।ଖୋର୍ଦ୍ଧା ଜିଲ୍ଲା ଏକ ପର୍ଯ୍ୟଟନ କ୍ଷେତ୍ର,ପ୍ରାକୃତିକ ପରିବେଶ ରେ ପରିପୂର୍ଣ୍ଣ ଏହି!-->!-->!-->!-->!-->!-->!-->…
ଟାଟା ଷ୍ଟିଲ୍ରେ ୧୨ କିନ୍ନରଙ୍କୁ କ୍ରେନ୍ ଅପରେଟର ନିଯୁକ୍ତ
ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଗତ ସପ୍ତାହରେ ଏହାର କଳିଙ୍ଗନଗର କାରଖାନାରେ ଏଲ୍ଜିବିଟିକ୍ୟୁ୍ମ ବର୍ଗର ୧୨ ଜଣଙ୍କୁ କ୍ରେନ୍ ଅପରେଟର ଟ୍ରେନି ଭାବେ ନିଯୁକ୍ତି ଦିଆଯାଇଛି । ଫଳରେ କମ୍ପାନିର କିନର କର୍ମଚାରୀଙ୍କ ସଂଖ୍ୟା ବିସ୍ତାର ହୋଇଛି । ୨୦୨୧ ଡିସେମ୍ୱରରେ ଏକ ଐତିହାସିକ ଅଭିଯାନ!-->…
ଶିକ୍ଷା କ୍ଷେତ୍ରରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଦ୍ବିତୀ ଚନ୍ଦ୍ର ସାହୁ ପାଇବେ ପ୍ରବାସୀ ଓଡ଼ିଆ ଭାଷା…
ରାୟଗଡ଼ା : ଚଳିତ ବର୍ଷ ପ୍ରବାସୀ ଓଡ଼ିଆ ଭାଷା ସମ୍ମାନ 2022 ପାଇବେ ସାହିତ୍ୟିକ ତଥା ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ । ଶିକ୍ଷା କ୍ଷେତ୍ରରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ନିରନ୍ତର ପ୍ରୟାସ ଲାଗି ଶିକ୍ଷକ ଶ୍ରୀ ସାହୁଙ୍କୁ ମନୋନୀତ କରାଯାଇଛି । ନୂଆଦିଲ୍ଲୀସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ!-->…
ରେଡ଼ିଓ ଦିବସରେ ୧୧ଶହ ଦିଆସିଲି କାଠିରେ ରେଡ଼ିଓ ତିଆରି କଲେ ଯୁବ ଶିଳ୍ପୀ
ପୁରୀ: ଆଜି ବିଶ୍ୱ ରେଡିଓ ଦିବସ । ଏହି ଅବସରରେ ସରକାରଙ୍କ ରେଡିଓଙ୍କ ବ୍ୟବହାର ବଢ଼ାଇବା ନିମନ୍ତେ ଉଦ୍ୟମକୁ ଶୁଭେଚ୍ଛା ଜଣାଇ ପୁରୀ କୁମ୍ଭାରପଡାର ଛାତ୍ର ଶାଶ୍ୱତରଞ୍ଜନ ସାହୁ ୧୧ ଶହ ଦିଆସିଲି କାଠିରେ ଆରଏଫ୍-୫୬୨ଡିଡି ରେଡିଓ ମଡେଲ ତିଆରିିଛନ୍ତି । ସେ କହିଛନ୍ତି, ଏହା କରିବାକୁ ତାଙ୍କୁ!-->…