Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
୨୬ ମାର୍ଚ୍ଚରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୨ ସିଜିନ
କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଦେଶରେ କରୋନା ସଂକମ୍ରଣ ହ୍ରାସ ପାଇବାରେ ଲାଗିଛି। ଏହା ମଧ୍ୟରେ ଖୁବଶୀଘ୍ର ଆଇପିଏଲ ୨୦୨୨ ଆରମ୍ଭ ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍ ସିଜିର ପ୍ରଥମ ମ୍ୟାଚ ୨୭ ମାର୍ଚ୍ଚରୁ ଆରମ୍ଭ ହେଉଛି। ବ୍ରଡକାଷ୍ଟ ଏବଂ ବିସିସିଆଇ ମଧ୍ୟରେ ଏବେ!-->…
କଳିଙ୍ଗ ଷ୍ଟାଡିଅମ୍ କମ୍ପଲେକ୍ସରେ ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମ ତଥା ୩୦୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି!-->…
Ranji Trophy: ବାରବାଟୀରେ ବେଙ୍ଗଲର ରୋମାଞ୍ଚକର ବିଜୟ
କଟକ: ବାରବାଟୀରେ ଜିତିଲା ବେଙ୍ଗଲ । ରଣଜୀ ଟ୍ରଫି B ଗ୍ରୁପର ଏକ ରୋମାଞ୍ଚକର ମ୍ୟାଚରେ ବିପକ୍ଷ ବରୋଦାକୁ 4 ୱିକେଟରେ ପରାସ୍ତ କରିଛି ଟିମ୍ ବେଙ୍ଗଲ । ସାହାବାଜ ଅହମ୍ମଦଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବେଙ୍ଗଲକୁ ଦେଇଛି ବିଜୟ ଭେଟି ।
ତେବେ ଏହି ବିଜୟ ସହ 6 ପଏଣ୍ଟ ହାସଲ କରିଛି ବେଙ୍ଗଲ ।!-->!-->!-->…
ରାୟଗଡ଼ା : ଦିବ୍ୟାଙ୍ଗ ରମେଶ କୁମାରଙ୍କୁ ମିଳିଛି ପ୍ରଥମ ଏସିଆନ୍ ଓପେନ୍ କରାଟେ ଚାମ୍ପିୟନସିପ୍ରେ ଭାରତକୁ ବ୍ରୋଂଜ…
ସମ୍ବର୍ଦ୍ଧନା ଜଣାଇଲେ ନାହିଁ ସ୍ଥାନୀୟ ଜିଲ୍ଳା ପ୍ରଶାସନ...
ରାୟଗଡା : ଭାରତକୁ ବ୍ରୋଂଜ ପଦକ ଆଣିବାରେ ଗୈାରବ ଅର୍ଜନ କରିଛନ୍ତି ରାୟଗଡାର ଦିବ୍ୟାଙ୍ଗ ଏଲ.ରମେଶ କୁମାର । ନିଜି ସୋଟୋକାନ୍ ସ୍ପୋର୍ଟସ୍ କରାଟେ ଆସୋସିଏସନ୍ ଅଫ୍ ଇଣ୍ଡିଆ ,ନାଇଡୁସ୍ ସେଲଫ୍ ଡିଫେନ୍ସ ଏକାଡେମି!-->!-->!-->!-->!-->!-->!-->…
ଚମକିଲେ ଠେଲା ଦୋକାନୀଙ୍କ ପୁଅ : ଜିତିଲେ ବକ୍ସିଙ୍ଗ ରେ ବ୍ରୋଞ୍ଜ…
ଚିକିଟି : ଗଞ୍ଜାମ ଜ଼ୀଲ୍ଲା ଚିକିଟି ବ୍ଲକ ଧାନଘର ସ୍ଥିତ ଏକ ଠେଲା ଜଳଖିଆ ଦୋକାନୀଙ୍କ ପୁଅ ବକ୍ସିଙ୍ଗ ରେ ଗୋଆରୁ ବ୍ରୋଞ୍ଜ ପଦକ ଜିତି ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି l ସୂଚନା ପ୍ରକାରେ ଧାନଘର କବିରାଜ ସାହୁଙ୍କ ପୁତ୍ର ତନ୍ମୟ ସାହୁ ଯୁକ୍ତ ଦୁଇ ପଢ଼ୁଥିବା ବେଳେ ନେସନଲ ୟଥ ଆଣ୍ଡ ସ୍ପୋର୍ଟ!-->…
ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ କିଣିଲା ଚେନ୍ନାଇ ସୁପରକିଙ୍ଗସ୍
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଚାଲିଥିବା ଆଇପିଏଲ ୨୦୨୨ର ମେଗା ନିଲାମରେ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି ନିଲାମରେ ବିକ୍ରି ହୋଇଛନ୍ତି। ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଲକ୍ଷ ଟଙ୍କାରେ କିଣିଛି। ଶୁଭ୍ରାଂଶୁଙ୍କ ମୂଳ ଦର ୨୦ ଲକ୍ଷ ଟଙ୍କା ଥିଲା। ଏହା ପୂର୍ବରୁ ଆଇପିଏଲରେ ତିନି!-->…
ଆଇପିଏଲ ନିଲାମରେ ସର୍ବାଧିକ ଦାମୀ ଖେଳାଳି ହେଲେ ଇଶାନ କିଷନ, ୧୫ କୋଟିରେ କିଣିଲା ମୁମ୍ବାଇ
ମୁମ୍ବାଇ : ଆଇପିଏଲ ନିଲାମର ପ୍ରଥମ ଦିନରେ ଖେଳାଳିମାନଙ୍କ ପାଇଁ ନିଜର ମନିପର୍ସ ଖୋଲିଦେଇଛନ୍ତି । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଷନଙ୍କୁ ସର୍ବାଧିକ ୧୫ କୋଟି ୨୫ ଲକ୍ଷରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହା ସହିତ ସେ ଆଇପିଏଲ ଇତିହାସରେ ୨ୟ ସବୁଠାରୁ ଦାମୀ ଖେଳାଳିରେ ପରିଣତ!-->…
ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ…
ନୂଆଦିଲ୍ଲୀ: ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚରେ ଭାରତ ସହଜ ବିଜୟ ପଞ୍ଜିକରଣ କରିଥିଲା। ବର୍ତ୍ତମାନ ଭାରତର ଆଖି ଏକ ‘କ୍ଳିନ ସୁଇପ୍’ ଉପରେ ରହିବ।!-->…
ରଣଜୀ ପାଇଁ ଅହମ୍ମଦାବାଦ ଅଭିମୁଖେ ବାହାରିଲା ଓଡିଶା କ୍ରିକେଟ ଟିମ୍
କଟକ: ରଣଜୀ ଅଭିଯାନ ପାଇଁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା ଆରମ୍ଭ କଲା ଓଡିଶା ଦଳ । 17 ତାରିଖରେ ଗୋଆ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ଟିମ ଓଡିଶା । ତେବେ ଏହି ଗସ୍ତ ପରେ 10 ରୁ 14 ତାରିଖ ପର୍ଯ୍ୟନ୍ତ କ୍ଵାରେଣ୍ଟଇନରେ ରହିବ ଦଳ ।
ଏହାପରେ ଦୁଇ ଦିନିଆ ଅଭ୍ୟାସ କରିବ ଶୁଭ୍ରାଂଶୁ ବାହିନୀ!-->!-->!-->…
ମା ବାଳକୁମାରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ-ମହୁରୀ ଟିମ ବିଜୟୀ
ଚିକିଟି : ଚିକିଟି ପେଣ୍ଠ ସ୍ପୋର୍ଟିଂ କ୍ରିକେଟ କ୍ଲବ ସହଯୋଗ ରେ ମା ବାଳକୁମାରି କ୍ରିକେଟ ଟୁର୍ଣ୍ଣାମେଣ୍ଟ 32 ଟିମ କୁ ନେଇ ଆୟୋଜିତ ହୋଇ ରବିବାର ଉଦଯାପିତ ହୋଇଯାଇଛି।ଦିବଙ୍ଗତ କ୍ରିକେଟର ଏମ. ନାଗରାଜୁ ଙ୍କ ସ୍ମୁତି ଉଦ୍ଦେଶ୍ୟ ରେ ଆୟୋଜିତ ଏହି ଖେଳ ରେ ମହୁରୀ କାଳୁଆ ଟିମ ବିଜୟୀ!-->…