Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଆଇପିଏଲ୍ ଫାଇନାଲ୍-୨୦୨୨: ରାଜସ୍ଥାନକୁ ୧୩୦ ରନ୍ରେ ଅଟକାଇଲା ଗୁଜରାଟ୍, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ୩…
ଅହମଦାବାଦ୍: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ଫାଇନାଲ୍ ମ୍ୟାଚ୍ ରାଜସ୍ଥାନ୍ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଜାରି ରହିଛି। ସ୍ଥାନୀୟ ଅହମଦାବାଦ୍ର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ରାଜସ୍ଥାନର ଅଧିନାୟକ ସଂଜୁ ସାମ୍ସନ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ!-->…
ପ୍ରତିଶୋଧ ନେଲା ଭାରତ: ୨-୧ରେ ଜାପାନକୁ ପରାସ୍ତ କଲା ଭାରତୀୟ ପୁରୁଷ ହକି ଦଳ
ଜାକର୍ତ୍ତା: ଜାପାନଠାରୁ ପ୍ରତିଶୋଧ ନେଲା ଭାରତ | ଏସିଆ କପ୍ ହକି ପ୍ରତିଯୋଗିତାର ସୁପର-୪ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଭାରତ ଜାପାନକୁ ୨-୧ରେ ପରାସ୍ତ କରିଛି | ଏହି ବିଜୟ ସହିତ ଭାରତୀୟ ପୁରୁଷ ହକି ଦଳ ପୁଲ୍ ପର୍ଯ୍ୟାୟରେ ଜାପାନ ନିକଟରୁ ୨-୫ ଗୋଲ୍ରେ ହାରିଥିବାର ପ୍ରତିଶୋଧ ନେଇଛି |!-->…
ଗଞ୍ଜାମ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦଘାଟିତ…
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ଆନୁକୂଲ୍ୟରେ ଛତ୍ରପୁର ଷ୍ଟାଡିୟମ ସ୍ଥିତ ଇନଡୋର ହଲରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହା ୮ମ କ୍ୟୁରୋଗୀ ଓ ୭ମ ପୁମସେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅଟେ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା!-->!-->!-->…
ଆଇଓଏ ଅଧ୍ୟକ୍ଷ ପଦରୁ ବାତ୍ରାଙ୍କ ଇସ୍ତଫା : ଗତ ମାସରେ ସିବିଆଇ ଜାଲରେ ଛନ୍ଦି ହୋଇଥିଲେ
ନୂଆଦିଲ୍ଲୀ: ଏକ ଉଲ୍ଲେଖନୀୟ ଘଟଣାକ୍ରମେ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ଅଧ୍ୟକ୍ଷ ପଦରୁ ବୁଧବାର ଶକ୍ତିଶାଳୀ କ୍ରୀଡ଼ା ସଂଗଠକ ତଥା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍)ର ସଭାପତି ନରିନ୍ଦର ବାତ୍ରା ଅଚାନକ ଇସ୍ତଫା ପ୍ରଦାନ କରିଛନ୍ତି। ହକି ଇଣ୍ଡିଆ ପାଣ୍ଠିରୁ ୩୫ ଲକ୍ଷ ଟଙ୍କା!-->…
ପ୍ରିୟଦର୍ଶୀ ପଟ୍ଟନାୟକ ସ୍ମୃତି ଦିବାରାତ୍ରି କ୍ରିକେଟ : ବ୍ରହ୍ମପୁର ଅଶୋକ ନଗର ଏକାଦଶ ଚମ୍ପିଆନ…
ହିଞ୍ଜିଳିକାଟୁ : ଵୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିୟମରେ ପ୍ରେସକ୍ଳଵ ହିଞ୍ଜିଳିକାଟୁ ସହଯୋଗରେ ଏମସିସି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ପ୍ରିୟଦର୍ଶୀ ପଟ୍ଟନାୟକ ମେମୋରିଆଲ ଦିବା ରାତ୍ର ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚରେ ପିସିସି ବେଗୁନିଆ ପଡା ଦଳ କୁ ହରାଇ ଅଶୋକ!-->!-->!-->…
ଏସିଆ କପ୍ ହକି: ଭାରତ-ପାକିସ୍ତାନ ଉତ୍କଣ୍ଠାପୂର୍ଣ୍ଣ ଡ୍ର’
ଜାକର୍ତ୍ତା (ଇଣ୍ଡୋନେସିଆ): ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ ଚଳିତ ଏସିଆ କପ୍ ହକି ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍କୁ ଭାରତ ଉତ୍କଣ୍ଠାପୂର୍ଣ୍ଣ ଭାବେ ୧-୧ ଗୋଲ୍ରେ ଅମୀମାଂସିତ ରଖିଛି। ଭାରତ ପକ୍ଷରୁ ପଦାର୍ପଣକାରୀ ସେଲବମ୍କାର୍ତ୍ତି ନବମ ମିନିଟ୍ରେ ପ୍ରଥମ ଓ!-->…
ସ୍କୁଲ ସ୍ତରରୁ ଆରମ୍ଭ ହେବ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି: ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ପାଠଶାଳାରୁ ଅଲିମ୍ପିକ୍ସ ପ୍ରସ୍ତୁତି। ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ ଅଲିମ୍ପିକ୍ସ ସମ୍ପର୍କରେ ଶିକ୍ଷା । ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ ଓ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ୍!-->…
ବାରବାଟୀ ଆସିବେନି ରୋହିତ, କୋହଲି, ସାମି, ବୁମ୍ରା
ମୁମ୍ବାଇ/ଭୁବନେଶ୍ବର : ଜୁନ୍ ୧୨ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ରେ ଓଡ଼ିଶା ଦର୍ଶକ ହିଟ୍ ମ୍ୟାନ୍ ରୋହିତଙ୍କ ଛକାମାଡ଼ ସହ ବିରାଟ କୋହଲିଙ୍କ ବ୍ୟାଟିଂ କମାଲ ଦେଖି ପାରିବେ ନାହିଁ। ସେହିଭଳି ମହମ୍ମଦ ସାମି କିମ୍ବା ଯଶପ୍ରୀତ ବୁମ୍ରାଙ୍କ ଶାଣିତ ବୋଲିଂ!-->…
ପ୍ରିୟଦର୍ଶୀ ପଟ୍ଟନାୟକ ସ୍ମୃତି କ୍ରିକେଟ : ଫାଇନାଲରେ ଅଶୋକ ନଗର ଏକାଦଶ…
ହିଞ୍ଜିଳିକାଟୁ ପ୍ରତିନିଧି // ନିସର୍ତ୍ତ
ହିଂଜିଳିକାଟୁ : ହିଂଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିଅମରେ ପ୍ରେସ କ୍ଲବ ହିଂଜିଳିକାଟୁ ସହଯୋଗରେ ଏମସିସି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ପ୍ରିୟଦର୍ଶୀ ପଟ୍ଟନାୟକ ମେମୋରିଆଲ ଦିବା ରାତ୍ର ଟେନିସ ବଲ କ୍ରିକେଟ ଟୁର୍ନାମେଟ ରେ!-->!-->!-->…
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା
ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଓ ଇଂଲଣ୍ଡ ବିପକ୍ଷରେ ଗତ ବର୍ଷଠାରୁ ସ୍ଥଗିତ ଥିବା ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି । ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳି ଲୋକପ୍ରିୟତା ହାସଲ କରିଥିବା ଜମ୍ମୁ ଓ କଶ୍ମୀରର ଦ୍ରୁତ ବୋଲର ଉମରାନ୍!-->…