Browsing Category

ଖେଳ

ଦିନେ ଥିଲେ ଆଇସିସି ଅମ୍ପାୟାର, ଏବେ ବିକୁଛନ୍ତି କପଡ଼ା ଓ ଜୋତା

ଇସଲାମାବାଦ: ସମୟ କେତେବେଳେ କାହାକୁ କେଉଁଠି ଆଣି ଛିଡ଼ା କରିବ, ସେକଥା କେହି ବି ଜାଣି ନାହାନ୍ତି। ଦିନ ଯେଉଁ ବ୍ୟକ୍ତି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଗୁଡ଼ିକର ଅମ୍ପାୟାରିଂ କରୁଥିଲେ, ଆଜି ସେ କପଡ଼ା ଓ ଜୋତା ବିକ୍ରି କରୁଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ପାକିସ୍ତାନର ଅଶଦ

ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ : ବାଜି ମାରିଲେ ବାରକ୍ସ ଫୁଟବଲ କ୍ଲବ…

ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ନିୟୁଜ ବ୍ରହ୍ମପୁର : ଚଳିତ ମାସ 8ତାରିଖ ଆରମ୍ଭ ହୋଇଥିବା ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ସ୍ଥାନୀୟ ମେଡିକାଲ ଖେଳ ପଡିଆରେ ଆଜି ଉଦଯାପିତ ହୋଇ ଯାଇଛି ଏହି ଉଛବରେ ମୁଖ୍ୟ ଅତିଥି ରୂପେ ସାଂସଦ ଚନ୍ଦ୍ରଶେଖର ସାହୁ, ସନ୍ନମାନିତ ଅତିଥି ରୂପେ

ଅଲଟିମେଟ୍‌ ଖୋ ଖୋ ଲିଗ୍: ଫ୍ରାଞ୍ଚାଇଜ କିଣିବେ ଓଡ଼ିଶା ସରକାର

ଭୁବନେଶ୍ୱର: ଅଲଟିମେଟ୍‌ ଖୋ ଖୋ ଲିଗ୍‌ (ୟୁକେକେ)କୁ ପ୍ରୋତ୍ସାହିତ କରିବା ପାଇଁ ଆଗେଇ ଆସିଛନ୍ତି ଓଡ଼ିଶା ସରକାର । ଖୁବ୍‌ ଶୀଘ୍ର ଏହି ଲିଗ୍‌ରେ ଓଡ଼ିଶା ଏକ ନୂଆ ଫ୍ରାଞ୍ଚାଇଜ କିଣିବାକୁ ଯାଉଛି । ଏ ବିଷୟରେ ଗୁରୁବାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି

ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା: ଶୀର୍ଷ-୧୦ରେ ଈଶାନ; କାର୍ତ୍ତିକ ୧୦୮ ସ୍ଥାନ ଉଠିଲେ

ଦୁବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରେ ଦମ୍‌ଦାର ପ୍ରଦର୍ଶନ ଯୋଗୁଁ ଭାରତୀୟ ବାମହାତୀ ଯୁବ ଓପ୍‌ନର ଈଶାନ କିଶନ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ଶୀର୍ଷ-୧୦ରେ ସ୍ଥାନ ଦୃଢ଼ କରିଛନ୍ତି। ଏହି ଶୃଙ୍ଖଳାରେ ଦୁଇ ଅର୍ଦ୍ଧଶତକ ସାଙ୍ଗକୁ ଭାରତର ଅଗ୍ରଣୀ ସ୍କୋର୍‌ର ଭାବେ ୨୦୬ ରନ୍‌

ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜନ ହେବ ଫେନ୍ସିଂ ଚମ୍ପିୟାନ୍‌ସିପ

କଟକ, : ଆସନ୍ତା ୨୯ ତାରିଖରୁ କଟକରେ ଆରମ୍ଭ ହେବ ୩୦ ତମ ଜାତୀୟ ଜୁନିୟର ଫେନ୍ସିଂ ଚମ୍ପିୟାନ୍‌ସିପ । ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବ ଏହି ମେଗା ଇଭେଣ୍ଟ । ଉଭୟ ରାଜ୍ୟ ସରକାର ଓ ଫେନ୍ସିଂ ରାଜ୍ୟ ସଂଘର ମିଳିତ ଉଦ୍ୟମରେ ଏହି ପ୍ରତିଯୋଗୀତା ଇଣ୍ଡୋର ଷ୍ଟାଡିଅମରେ

ଭାରତୀୟ ଦଳରେ କେବଳ ଦୀପଗ୍ରେସ୍‌

ଭୁବନେଶ୍ବର: ଜୁଲାଇ ପହିଲାରୁ‌ ନେଦରଲାଣ୍ଡ୍ସ ଓ ସ୍ପେନ୍‌ରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ବକପ୍‌ ଲାଗି ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଥିବା ଦୀପଗ୍ରେସ୍‌ ଏକ୍କାଙ୍କୁ ଉପ ଅଧିନାୟକ ପଦ ଦିଆଯାଇଛି। ଗୋଲରକ୍ଷିକା

ରାଜ୍ୟଗୋଷ୍ଠୀ ହକି ଦଳରେ ଅମିତ ଏକମାତ୍ର ଓଡ଼ିଆ: ମନପ୍ରୀତ ଅଧିନାୟକ, ହର୍ମନପ୍ରୀତ ଉପଅଧିନାୟକ

ନୂଆଦିଲ୍ଲୀ: ଇଂଲଣ୍ଡର ବର୍ମିଂହାମଠାରେ ଜୁଲାଇ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ହକି ଇଣ୍ଡିଆ ସୋମବାର ୧୮ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ ରକ୍ଷଣଭାଗ ଖେଳାଳି ଅମିତ ରୋହିଦାସ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଛନ୍ତି। ମନପ୍ରୀତ ସିଂହ ଅଧିନାୟକ ପଦକୁ

ଚେସ୍‌ ଅଲିମ୍ପିଆଡ୍‌ ମଶାଲ୍ ରିଲେର ଶୁଭାରମ୍ଭ କ‌ଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ‌ବିଶ୍ବ ଚେସ୍‌ ଅଧ୍ୟାୟରେ ନୂଆ ଫର୍ଦ ଯୋଡ଼ିଛି ଭାରତ। ଚେସ୍‌ ଅଲିମ୍ପିଆଡ୍‌ ଇତିହାସରେ ପ୍ରଥମ ଥର ପାଇଁ ମଶାଲ୍ ରିଲେ ପରମ୍ପରା ଆରମ୍ଭ କରିଛି ଭାରତ। ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ନିକଟସ୍ଥ ମହାବଳିପୁରମ୍‌ରେ ଖେଳାଯିବାକୁ ଥିବା ମର୍ଯ୍ୟାଦାଜନକ

ରାଜ୍ୟଗୋଷ୍ଠୀ ଦଳରେ ଦୂତି, ଶ୍ରାବଣୀ: ୧୦୦ ମିଟରରେ ଧନଲକ୍ଷ୍ମୀଙ୍କୁ ସୁଯୋଗ, ଦୂତିଙ୍କୁ ଉପେକ୍ଷା

ଭୁବନେଶ୍ବର: ଇଂଲଣ୍ଡର ବର୍ମିଂହାମଠାରେ ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ଗୁରୁବାର ୩୭ ଜଣିଆ ଦଳ ଘୋଷଣା କରିଛି। ଏଥିରେ ଓଡ଼ିଶାର ଦୁଇ ଦୌଡ଼ରାଣୀ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ସ୍ଥାନ

ଭାଇରାଲ୍ ହୋଇଥିବା ପାସ୍ ଓ ପରିଚୟ ପତ୍ର OCA ପକ୍ଷରୁ ଦିଆଯାଇ ନାହିଁ : OCA CEO

କଟକ : ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଥିବା ପାସ୍ ଓ ପରିଚୟ ପତ୍ର ଓଡ଼ିଶା କ୍ରିକେଟ୍ ଆସୋସିଏସନ ପକ୍ଷରୁ ପ୍ରଦାନ କରାଯାଇ ନାହିଁ। କୌଣସି ରାଜନୈତିକ ଦଳ ବା ବିଧାୟକଙ୍କ କ୍ରୁ ନାଁରେ ପରିଚୟ ପତ୍ର ବା ପାସ୍ ପ୍ରଦାନ କରାଯିବାର କୌଣସି ବ୍ୟବସ୍ଥା ନାହିଁ ବୋଲି ଓସିଏର ସିଇଓ ସୁବ୍ରତ କୁମାର