Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ନେଦରଲାଣ୍ଡ୍ସକୁ ନବମ ମହିଳା ହକି ବିଶ୍ବକପ୍:
ଟେରେସା (ସ୍ପେନ୍): ମହିଳା ହକିରେ ନେଦରଲାଣ୍ଡ୍ସର ପ୍ରାଧାନ୍ୟ ଜାରି ରହିଛି। ବିଗତ ଦଶନ୍ଧି ଧରି ଅପ୍ରତିଦ୍ବନ୍ଦ୍ବୀ ରହିଥିବା ଏହି ୟୁରୋପୀୟ ଦେଶ ଲଗାତାର ତୃତୀୟ ଥର ଏଫ୍ଆଇଏଚ୍ ମହିଳା ହକି ବିଶ୍ବକପ୍ ଟ୍ରଫି ଜିତି ହ୍ୟାଟ୍ରିକ ଅର୍ଜନ କରିଛି। ମୋଟ ଉପରେ ନବମ ଥର ବିଶ୍ବକପ୍ ଜିତି ମଧ୍ୟ!-->…
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଛି ୪୮ ତମ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ
ଭୁବନେଶ୍ବର: ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ଆୟୋଜିତ ହେଇଛି ୪୮ ତମ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ। କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ରାଜ୍ୟ ସ୍ୱଇମିଙ୍ଗ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ୪୮ ତମ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ ଆଜିଠାରୁ ଆରମ୍ଭ ହେଇଛି I!-->…
ରଣଜୀ ମ୍ୟାଚ ଖେଳନ୍ତୁ କୋହଲି: କପିଲ ଦେବ
ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ କପିଲ ଦେବ ଅତୀତରେ କହିଥିଲେ ଯେ ଯଦି ବିରାଟ କୋହଲି ଫର୍ମରେ ନାହାଁନ୍ତି ତେବେ ତାଙ୍କୁ ଟି -୨୦ ଦଳରୁ କାହିଁକି ବାଦ ଦିଆଯାଇପାରିବ ନାହିଁ। ତେବେ ବର୍ତ୍ତମାନ କପିଲ କହିଛନ୍ତି ଯେ ବିରାଟଙ୍କ ପରି ଜଣେ ଖେଳାଳିଙ୍କୁ ବାଦ ଦିଆଯିବା ଉଚିତ ନୁହେଁ। କିନ୍ତୁ!-->…
ଚେସ୍ ଅଲିମ୍ପିଆଡ୍ ମସାଲ୍, ଲୋକସେବା ଭବନରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱରରେ ଐତିହାସିକ ଚେସ୍ ଅଲିମ୍ପିଆଡ୍ ମସାଲ୍। ଜୁଲାଇ ୨୮ ତାରିଖରୁ ମହାବଳିପୁରମରେ ଆରମ୍ଭ ହେବାକୁ ଥିବା ୪୪ତମ ଚେସ୍ ଅଲିମ୍ପିଆଡ୍ ପାଇଁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଛି ମଶାଲ୍। ରାଜ୍ୟ କ୍ରୀଡା ବିଭାଗ ଓ ଓଡ଼ିଶା ଚେସ୍ ଆସୋସିଏସନର କର୍ମକର୍ତ୍ତା ଉପସ୍ଥିତ ରହି!-->…
ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ କୋହଲି, ବୁମ୍ରା, ଚହଲଙ୍କୁ ବିଶ୍ରାମ
ମୁମ୍ବାଇ: ଭାରତୀୟ ଦଳର ତିନି ପ୍ରମୁଖ ଖେଳାଳି ବିରାଟ କୋହଲି, ଯଶପ୍ରୀତ୍ ବୁମରା, ୟୁଝବେନ୍ଦ୍ର ଚହଲ୍ ଆଗାମୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଖେଳିବେ ନାହିଁ। ଏମାନଙ୍କୁ ବିସିସିଆଇ ବିଶ୍ରାମ ଦେଇଛି। ଅବଶ୍ୟ ବିଶ୍ରାମ ନେବାକୁ କୋହଲି ପୂର୍ବରୁ ଅନୁରୋଧ କରିଥିବା ଖବର!-->…
ପାକିସ୍ତାନକୁ ଚତୁର୍ଥ ସ୍ଥାନକୁ ଠେଲିଲା ଭାରତ: ବୁମ୍ରା ପୁଣି ଏକ ନମ୍ବର
ଦୁବାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ସହଜ ବିଜୟ ଉପହାର ଦେବା ସହ ବ୍ୟକ୍ତିଗତ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ପୁଣି ଥରେ ଦିନିକିଆ ମାନ୍ୟତାର ଏକ ନମ୍ବର ସ୍ଥାନକୁ ଫେରିଛନ୍ତି। ପାଖାପାଖି ଦୁଇ ବର୍ଷ ଧରି ଦିନିକିଆ!-->…
ବୁମ୍ରା ବିସ୍ଫୋରଣରେ ଭାରତ ପ୍ରଥମ ଦିନିକିଆରେ ୧୦ ୱିକେଟ୍ରେ ବିଜୟୀ
ଲଣ୍ଡନ୍: ଯଶପ୍ରୀତ ବୁମ୍ରାଙ୍କ ଘାତକ ବୋଲିଂ ପରେ ରୋହିତ ଶର୍ମାଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଭାରତ ଦିନିକିଆ ଶୃଙ୍ଖଳାକୁ ମଧ୍ୟ ଚମତ୍କାର ଢଙ୍ଗରେ ଆରମ୍ଭ କରିଛି। ମଙ୍ଗଳବାର ଭାରତ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୧୦ ୱିକେଟ୍ରେ ପରାସ୍ତ କରି ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ!-->…
ଶ୍ରୀଲଙ୍କା ସଂକଟ : ଏସିଆ କପ ଆୟୋଜନକୁ ନେଇ ସଂଦେହ, ପ୍ରସ୍ତୁତ ରହିବାକୁ ବାଂଲାଦେଶକୁ ନିର୍ଦ୍ଦେଶ
ମୁମ୍ବାଇ : ଶ୍ରୀଲଙ୍କାରେ ଚାଲିଥିବା ରାଜନୈତିକ ଅସ୍ଥିରତା ଗୃହଯୁଦ୍ଧ ଆଡକୁ ଗତି କରୁଥିବାବେଳେ ସେଠାରେ ଆସନ୍ତା ଅଗଷ୍ଟରେ ହେବାକୁ ଥିବା ଏସିଆ କପକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶକୁ ବିକଳ୍ପ ଆୟୋଜନସ୍ଥଳୀ ଭାବେ ପ୍ରସ୍ତୁତ ରଖାଯାଇଛି ।ଶ୍ରୀଲଙ୍କାରେ!-->…
ୱିମ୍ବଲଡନ୍ରେ ନୂଆ ବିଜୟିନୀ: ରିବାକିନା ଜିତିଲେ ପ୍ରଥମ ଗ୍ରାଣ୍ଡ୍ସ୍ଲାମ ଟ୍ରଫି
ଲଣ୍ଡନ: ଚଳିତ ବର୍ଷ ଅଲ୍ ଇଂଲଣ୍ଡ କ୍ଲବ୍ରେ ନୂଆ ବିଜୟିନୀଙ୍କୁ ଦେଖିବାକୁ ମିଳିଲା। ରୁଷିଆ ଜନ୍ମିତ କାଜାକସ୍ତାନ ତାରକା ଏଲିନା ରିବାକିନା ୱିମ୍ବଲଡନ୍ ମହିଳା ଏକକ ଟ୍ରଫି ଜିତି ନେଇଛନ୍ତି। ଏହା ମଧ୍ୟ ରିବାକିନାଙ୍କର ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ଟ୍ରଫି। ଶନିବାର ମହିଳା ଏକକ ଫାଇନାଲ୍ରେ!-->…
ୱେଷ୍ଟଇଣ୍ଡିଜ୍ ଦିନିକିଆ ଲାଗି ଭାରତୀୟ ଦଳ ଘୋଷିତ: ଧାୱନ ଅଧିନାୟକ, ଜାଦେଜା ଉପଅଧିନାୟକ
ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଦିନିକିଆ ଶୃଙ୍ଖଳା ଲାଗି ବୁଧବାର ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ବାମହାତୀ ଓପ୍ନର ଶିଖର ଧାୱନଙ୍କୁ ଦ୍ବିତୀୟ ଥର ଲାଗି ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା ବେଳେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଉପଅଧିନାୟକ ପଦ ପାଇଛନ୍ତି।!-->…