Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
୧୪୨ କୋଟିରେ ନିର୍ମିତ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଉଦ୍ଘାଟନ କରିଛନ୍ତି। ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚ ଟାରେ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ପହଂଚିଥିଲେ। ଷ୍ଟାଡିୟମ ଉଦଘାଟନ କରିବା ସହ ୯୬୪ କୋଟି ଟଙ୍କାର ବିଭିନ୍ନ!-->…
ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ୍ ୧ମ ଦିନ: ଟସ୍ ଜିଣି ବ୍ୟାଟିଙ୍ଗ୍ କରୁଛି ଅଷ୍ଟ୍ରେଲିଆ; ଦର୍ଶକଙ୍କ ମଧ୍ୟରେ ଅଛନ୍ତି…
ଅହମଦାବାଦ: ଆଜି ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଆୟୋଜିତ ‘ବର୍ଡର୍-ଗାଭାସ୍କର୍ ଟ୍ରଫି’ର ୪ର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ୍ ମ୍ୟାଚ୍ ଟସ୍ ଜିଣି ପ୍ରଥମେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ବ୍ୟାଟିଙ୍ଗ୍ କରୁଛି।ସଦ୍ୟତମ ସୂଚନା ଅନୁସାରେ, ସମ୍ପ୍ରତି ଅଷ୍ଟ୍ରେଲିଆ ଏକ!-->…
ମହିଳା ପ୍ରିମିୟର୍ ଲିଗ୍: ଗୁଜରାଟଠୁ ବିଜୟ ଛଡ଼ାଇନେଲା ୟୁପି…
ମୁମ୍ବାଇ: ଚଳିତ ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍)ରେ ରବିବାର ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ଗୁଜରାଟ ଜାଏଣ୍ଟସକୁ ୟୁପି ୱାରିୟର୍ସ ରୋମାଞ୍ଚକ ଭାବେ ୩ ୱିକେଟ୍ରେ ପରାସ୍ତ କରିଛି। ୧୭୦ ରନ୍କୁ ପିଛା କରି ୟୁପି ୨୦/୩ରେ ସଂଘର୍ଷ କରୁଥିବା ବେଳେ କିରଣ ନଭଗିରେ (୪୩ ବଲ୍ରୁ ୫୩!-->…
ଡବ୍ଲୁପିଏଲରେ ଛକା ଓ ଚୌକା ବର୍ଷା ପଛର ରହସ୍ୟ
ମୁମ୍ବାଇ: ପୁରୁଷ କ୍ରିକେଟରଙ୍କ ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଥିବା ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍) ଆରମ୍ଭର ଠିକ୍ ୧୫ ବର୍ଷ ପରେ ଶନିବାରଠାରୁ ମହିଳା ପ୍ରିମିୟର୍ ଲିଗ୍ (ଡବଲ୍ୟୁପିଏଲ୍)ର ଶୁଭାରମ୍ଭ ହୋଇଛି। ତେବେ ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ!-->…
ଆଜିଠାରୁ ମହିଳା ଆଇପିଏଲ, ଗୁଜରାଟ-ମୁମ୍ବଇ ଉଦ୍ଘାଟନୀ ମ୍ୟାଚ
ମୁମ୍ବଇ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଅଭୂତପୂର୍ବ ସଫଳତା ପରେ ବିସିସିଆଇ ମହିଳା ଆଇପିଏଲ(ଡବ୍ଲ୍ୟୁପିଏଲ) ଆୟୋଜନ କରୁଛି। ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ଚଳିତ ମାର୍ଚ୍ଚ ୪ରୁ ମହାରାଷ୍ଟ୍ରରେ ଖେଳାଯିବ। ଏଥିରେ ୫ଟି ଦଳ ମୁମ୍ବଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ!-->…
୨ୟ ଟେଷ୍ଟ : ଭାରତ ୧୬୩ରେ ଅଲଆଉଟ୍, ଅଷ୍ଟ୍ରେଲିଆ ଆଗରେ ୭୬ରନର ବିଜୟ ଲକ୍ଷ୍ୟ
ଇନ୍ଦୋର : ଇନ୍ଦୋରର ହୋଲକର ଷ୍ଟାଡିୟମଠାରେ ଖେଳାଯାଉଥିବା ୩ୟ ଟେଷ୍ଟର ୨ୟ ଦିନରେ ଭାରତର ସ୍ଥିତି ଆହୁରି ଖରାପ ହୋଇଯାଇଛି । ପ୍ରଥମ ଇନିଂସରେ ମାତ୍ର ୧୦୯ରନରେ ଅଲଆଉଟ୍ ହୋଇଯାଇଥିବା ଭାରତ ନିଜର ୨ୟ ଇନିଂସରେ ୧୬୩ ରନରେ ଅଲଆଉଟ୍ ହୋଇଯାଇଛି । ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୧୯୭ରନ କରିଥିଲା!-->…
ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ୍, ୧ମ ଦିନ: ଭାରତ ୧୦୯ରେ ଅଲ୍ଆଉଟ୍
ଇନ୍ଦୋର୍: ଆଜି ଇନ୍ଦୋରସ୍ଥିତ ହୋଲ୍କର୍ କ୍ରିକେଟ୍ ଷ୍ଟାଡିୟମ୍ରେ ଚାଲିଥିବା ‘ବର୍ଡର୍ ଗାଭାସ୍କର୍ ଟ୍ରଫି ୨୦୨୩’ର ତୃତୀୟ ଟେଷ୍ଟ୍ ମ୍ୟାଚ୍ରେ ଭାରତୀୟ ଟିମ୍କୁ ୧୦୯ ରନ୍ରେ ଅଲ୍ଆଉଟ୍ କରିବା ପରେ ଅଷ୍ଟ୍ରେଲିଆ ବ୍ୟାଟିଙ୍ଗ୍ ଜାରି ରଖିଛି।ସଦ୍ୟତମ ସୂଚନା ଅନୁସାରେ, ଏଯାବତ୍!-->…
ମାତ୍ର ୧ ରନରେ ଟେଷ୍ଟ ମ୍ୟାଚ୍ ଜିତିଲା ନ୍ୟୁଜିଲ୍ୟାଣ୍ଡ
ନୂଆଦିଲ୍ଲୀ : ଟେଷ୍ଟ ମ୍ୟାଚ୍ ଆଦୌ ବୋରିଂ ନୁହେଁ। ଏହା ଟି-୨୦ ଓ ଦିନିକିଆ ଠାରୁ ମଧ୍ୟ ଆହୁରି ରୋମାଞ୍ଚକର। ଏହାର ଜ୍ୱଳନ୍ତ ଉଦାହରଣ ୱେଲିଂଟନରେ ଶେଷ ହୋଇଥିବା ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ପ୍ରମାଣିତ ହୋଇଛି। ଏହି ମ୍ୟାଚ୍ଟିରେ ରୋମାଞ୍ଚ ଏତେ ମାତ୍ରାରେ ଥିଲା ଯେ!-->…
କ୍ରୀଡା ପ୍ରୋତ୍ସାହନରେ ଶ୍ରେଷ୍ଠ ରାଜ୍ୟ ହେଲା ଓଡ଼ିଶା, ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ…
କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ!-->…
ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ୱକପ: ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ବ ବିଜେତା…
କେପ୍ ଟାଉନ୍ : ଅଷ୍ଟ୍ରେଲିଆ ମହିଳା ଦଳ ଲଗାତାର ତୃତୀୟ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବା ସହ ଡବଲ୍ ହ୍ୟାଟ୍ରିକ ଅର୍ଜନ କରିଛି। ବିଗତ ୭ ସଂସ୍କରଣରୁ ମଧ୍ୟ ଷଷ୍ଠ ଥର ବିଶ୍ବ ମୁକୁଟ ଜିତି ବିରଳ ସଫଳତା ଅର୍ଜନ କରିଛି। ରବିବାର ରାତିରେ କେପ୍ଟାଉନ୍ରେ ଖେଳାଯାଇଥିବା ଫାଇନାଲ୍ରେ!-->…