Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ବନବାସୀ ସେବା ସମିତିର ମହିଳା ହକି ଟିମ ରାଜ୍ୟସ୍ତରକୁ ମନୋନୀତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର ମହିଳା ହକି ଟିମ ରାଜ୍ୟସ୍ତରକୁ ମନୋନୀତ ହୋଇଥିବା ଜଣାପଡିଛି l ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର କ୍ରୀଡା ଶିକ୍ଷକ ହେମନ୍ତ କୁମାର ପାତ୍ର ଓ ମହିଳା କ୍ରୀଡା ପ୍ରଶିକ୍ଷକ!-->…
କ୍ରିକେଟ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା…
ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍ ୨୦୨୩ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ ଅଧିନାୟକ ରୋହିତ ଶାର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱକପ୍ ପାଇଁ ୧୫ ଜଣିଆ ଦଳ ଘୋଷଣା…
ଜାତୀୟ ସ୍ତରିୟ ଟାଇକୋଣ୍ଡ ପ୍ରତିଯୋଗିତା ରେ କନ୍ଧମାଳ ଜିଲ୍ଲାର କୃତିତ୍ୱ…
ଫୁଲବାଣୀ : ଚଳିତ ସେପ୍ଟେମ୍ବର ମାସ 2ତାରିଖରୁ 4 ତାରିଖ ମଧ୍ୟରେ ଝାଡଖଣ୍ଡର ରାଞ୍ଚି ଠାରେ ଦିତୀୟ ଭଗବାନ ବିର୍ସା ମୁଣ୍ଡା ଏବଂ 14 ତମ ଓପେନ ଜାତୀୟ ସ୍ତର ଟାଇକୋଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି l ଏହି ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ଟାଇକୋଣ୍ଡ ସଙ୍ଘ ତରଫରୁ 8 ଜଣ!-->!-->!-->…
କନ୍ଧମାଳ ଜିଲ୍ଲା ବ୍ଯାଡମିନ୍ଟନ ଆସୋସିଏସନ ପକ୍ଷରୁ ଦୁଇ ଦିନିଆ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ…
ଫୁଲବାଣୀ : ଫୁଲବାଣୀ ଠାରେ ଥିବା କନ୍ଧମାଳ ଷ୍ଟାଡିୟମ ପରିସରରେ ଇନଡୋର ରେ କନ୍ଧମାଳ ଜିଲ୍ଲା ବ୍ଯାଡମିନ୍ଟନ ଆସୋସିଏସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ବ୍ଯାଡମିନ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ!-->!-->!-->…
ସର୍ବ ଭାରତୀୟ ହ୍ୟାଣ୍ଡବଲ୍ ରେଫେରୀ ପରୀକ୍ଷାରେ ବ୍ରହ୍ମପୁରର ସନ୍ଦିପ୍ ପାତ୍ର ଉତ୍ତୀର୍ଣ୍ଣ
ବ୍ରହ୍ମପୁର,୩୦/୮/୨୩:ଗତ ୨୨-୮-୨୩ ତାରିଖ ଠାରୁ ୨୬-୮-୨୩ ପର୍ଯ୍ୟନ୍ତ ପଞ୍ଜାବର ପାଟିୟାଲା ସ୍ଥିତ ଏନ୍.ଏସ୍.ଏନ୍.ଆଇ.ଏସ୍ ସେଣ୍ଟରରେ ଜାତୀୟ ହ୍ୟାଣ୍ଡବଲ୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ରେଫେରି ପରୀକ୍ଷାରେ ବ୍ରହ୍ମପୁରର ଆନ୍ତର୍ଜାତୀୟ ଖେଳାଳି ସନ୍ଦୀପ୍ କୁମାର ପାତ୍ର ଅଂଶଗ୍ରହଣ କରି!-->…
କନ୍ଧମାଳ ରେ ଜାତୀୟ କ୍ରୀଡ଼ା ଦିବସ ପାଳିତ…
ଫୁଲବାଣୀ : ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଟିକାବାଲି ବ୍ଲକ୍ ର ଗୁଟିଙ୍ଗିଆ ପଂଚାୟତର ଗୁଟିଙ୍ଗିଆ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ବାଣୀ ଶ୍ରୀ ଯୁବକ ସଂଘ ଗୁଟିଙ୍ଗିଆ ତରଫରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୂଖ୍ୟ ଅତିଥି ଭାବରେ ଗୁ!-->…
ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ…
ସୁନ୍ଦରଗଡ - ୨୯/୦୮/୨୩ ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ସୁନ୍ଦରଗଡ଼ରେ ଜାତୀୟ ଖେଳ ଦିବସ ଆୟୋଜିତ ହୋଇ ଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦୀପ ପ୍ରଜ୍ବଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର!-->…
ଜାତୀୟ କ୍ରୀଡ଼ା ଦିବସ ପାଳନ କଲା ସୁନ୍ଦରଗଡ ଜିଲ୍ଲା କ୍ରୀଡ଼ା ସଂସଦ…
ସ୍ବର୍ଗତ ବିଭୂତି ଭୂଷଣ ବହିଦାରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ...
କଞ୍ଚୁରୁ ରେ ଜାତୀୟ କ୍ରୀଡା ଦିବସ ପାଳିତ….
ହିଞ୍ଜିଳିକାଟୁ ୨୯/୮ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଞ୍ଚୁରୁ ରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ସୁଜିତ୍ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମେଜର୍ ଧ୍ୟାନଚାନ୍ଦଙ୍କ ଫଟୋଚିତ୍ର ରେ!-->…