ସୁବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡିଗଲେ ୪ ନାବାଳକ, ଜଣେ ମୃତ

ଜଳେଶ୍ୱର : ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ବୁଡିଗଲେ ୪ ନାବାଳକ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ୩ ଜଣ ଗୁରୁତର । ଗୁରୁତର ୩ ଜଣଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରେ ଭର୍ତ୍ତି କରା ଯାଇଛି । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା

ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ବାବା ପଞ୍ଚଲିଙ୍ଗେଶ୍ଵରଙ୍କ ଦର୍ଶନ

ବାଲେଶ୍ୱର: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ବାବା ପଞ୍ଚଲିଙ୍ଗେଶ୍ଵରଙ୍କ ଦର୍ଶନ l ଲଗାଣ ବର୍ଷାରେ ବେହାଲ ସାରା ଓଡିଶା l ସେପଟେ ଗତ କିଛିଦିନ ଧରି ବାଲେଶ୍ୱରରେ ପ୍ରବଳ ବର୍ଷା ହେବ କାରଣରୁ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଉପଜିଛି l ସେପଟେ ଲଗାଣ ବର୍ଷା କାରଣରୁ ବାବା

ଲଡ଼ୁ ବିବାଦ: ତିରୁମାଲା ମନ୍ଦିର ଯାଇ ପାରିଲେନି ଜଗନ, କହିଲେ- କ୍ଷମତାରେ ଅଛନ୍ତି ରାକ୍ଷସ

ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ଡିଟିପି ସରକାର ଉପରେ ଆଜି ବର୍ଷିଛନ୍ତି ୱଇଏସଆର କଂଗ୍ରେସର ମୁଖ୍ୟ ତଥା ପୂର୍ବତନ ମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ରାଜ୍ୟରେ ବର୍ତ୍ତମାନ ରାକ୍ଷସମାନେ କ୍ଷମତାରେ ରହିଛନ୍ତି। ମନ୍ଦିରକୁ ଯିବାରେ ମଧ୍ୟ ବିଭ୍ରାଟ ସୃଷ୍ଟି କରୁଥିବା ଏପରି ଏକ ରାଜନୀତିକ ଦଳକୁ

ଭରତପୁର ଥାନା ମାମଲା: ନିଲମ୍ବିତ ଅଧିକାରୀଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ କୋର୍ଟ

ଭୁବନେଶ୍ବର: ଭୁବନେଶ୍ବର ଭରତପୁର ଥାନା ନିର୍ଯାତନା ମାମଲାରେ ଆଉ ତିନି ନିଲମ୍ବିତ ଅଧିକାରୀଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ କୋର୍ଟ। ସେମାନେ ହେଲେ ସବ ଇନ୍ସପେକ୍ଟର ବୈଶାଳିନୀ ପଣ୍ଡା, ସଲିଳାମୟୀ ସାହୁ ଓ ସାଗରିକା ରଥ । ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ SDJM କୋର୍ଟ।

ଥାନାରେ ମୋତେ ଗେଟ୍ ଆଉଟ୍‌ କହିଥିଲେ ଆଇଆଇସି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଲୋକସେବା ଭବନରେ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି l ସମ୍ମିଳନୀରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଅଛନ୍ତି l ତେବେ ଆଜି ଜିଲ୍ଲାପାଳଙ୍କ ସହ ବୈଠକ ପରେ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଜମି ଦୁର୍ନୀତି ମାମଲାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ସଂସ୍ଥା ଲୋକାୟୁକ୍ତ ଏକ ମାମଲା ରୁଜୁ କରିଛି। ଏଫାଇଆରରେ ସିଦ୍ଧରମୈୟାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇ ଥିବାବେଳେ

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ତୁମୁଳକାଣ୍ଡ: ପୋଲିସକୁ ମାଡ଼, ୧୬୩ ଜାରି

ଭଦ୍ରକ: ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା । ପୋଲିସ୍‌ ଉପରକୁ ଉତ୍ତ୍ୟକ୍ତ ଲୋକମାନେ ଢେଲା ପଥର ମାଡ଼ କରିଛନ୍ତି। ଏଥିରେ ୩ରୁ ଅଧିକ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି । ଏପରିକି ମାଜିଷ୍ଟ୍ରେଟ୍‌ଙ୍କ ଗାଡ଼ି ମଧ୍ୟ ଭାଙ୍ଗି ଯାଇଛି । ଉତ୍ତେଜନାକୁ ନେଇ ସିନ୍ଥିଆ

ଶ୍ରୀମନ୍ଦିରରେ ଯାଞ୍ଚ ହେବ ‘ଅବଢା’ର ମାନ

ଭୁବନେଶ୍ବର: ତିରୁପତି ବାଲାଜୀ ମନ୍ଦିରରେ ଘଟଣାରେ ଏବେ ମହାପ୍ରଭୁଙ୍କ ଶ୍ରୀମନ୍ଦିରେ ମହାପ୍ରସାଦ ଅବଢା, ଶୁଖିଲା ଭୋଗ ଏବଂ ଏହାର ପ୍ରସ୍ତୁତିରେ ଲାଗୁଥିବା ଘିଅର ମାନ ମଧ୍ୟ ଯାଞ୍ଚ କରାଯିବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆଇନ ମନ୍ତ୍ରୀ ପୃଥିରାଜ ଚୌହାନ କହିଛନ୍ତି,

ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

କେନ୍ଦ୍ରୀୟ ବାୟୁ ଗୁଣବତ୍ତା ପରିଚାଳନା କମିଟି ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀର ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି, କିନ୍ତୁ ଉତ୍ତର ରାଜ୍ୟଗୁଡିକରେ ନଡ଼ା ଜାଳିବା ଉପରେ ଅଧିକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା କହି ବାୟୁ ଗୁଣବତ୍ତା

ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ, ୬୨ ବର୍ଷ ବୟସ ଯାଏ ରହିବ କାର୍ଯ୍ୟକାଳ

ଭୁବନେଶ୍ୱର : ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ । ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର । ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ଯାଏ ରହିବ କାର୍ଯ୍ୟକାଳ। ବର୍ତ୍ତମାନ ସେ ବିଜୁ ପଟ୍ଟନାୟକ