ସରକାରୀ ଅବକାରୀ ନୀତିକୁ “ଫୁ” କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ରାଉରକେଲା…

ରାଉରକେଲା: ଆଜି ରାଉରକେଲା ଅବକାରୀ ଅଧୀକ୍ଷକ,ସେକ ଆସଫ ଅଲ୍ଲୀ ଙ୍କ ନିଜ କାର୍ଯ୍ୟାଳୟ ଠାରେ ରାଉରକେଲା ବିଜେଡି ର ଏକ ପ୍ରତିନିଧି ମଣ୍ଡଳ ସାକ୍ଷାତ କରି,ଆଗକୁ ମାଙ୍କ ଦୁର୍ଗାପୂଜା ଆସୁଅଛି lରାଉରକେଲା ରେ ଅବକାରୀ ନିତି ନିୟମକୁ ବେଖାତିର କରି ଯେଉଁ ବ୍ୟବସାୟୀ ଓ ଲୋକ ମାନେ,ବିନା ଲାଇସେନ୍ସ ରେ

ରାଜଗାଙ୍ଗପୁର ବ୍ଲକ ପରିସରରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାଉରକେଲା : ୩୦/୦୯: ରାଜଗାଙ୍ଗପୁର ବ୍ଲକ ପରିସର ରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଆଦି ଉପରେ ଶୁଣାଣି କରିଥିଲେ।ଆଜି ମୋଟ ୧୬୧ ଗୋଟି ଅଭିଯୋଗ ଆସିଥିଲା।

ଚୋରି ଅଭିଯୋଗରେ ଦୁଇ ଗିରଫ କୋର୍ଟ ଚାଲାଣ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ଅଞ୍ଚଳର ଦୁଇ ଯୁବକଙ୍କୁ ସ୍ଥାନୀୟ ପୋଲିସ ଏସ ଆଇ ସାଜନ କୁମାର ଗିରଫ କରି ଆଜି ହାଜତ ଚାଲାଣ କରିଥିବା ଜଣାପଡିଛି ! ବୀରମିତ୍ରପୁର ଥାନା ଅନ୍ତର୍ଗତ ଶେଷ କଲୋନୀ ଅଞ୍ଚଳର ସଞ୍ଜୀବ ଟପୋଙ୍କ ଘରୁ ଗତ ମାସ ତା: ୧୧/୦୮/୨୪ ରିଖ ଦିନ

ବୀରମିତ୍ରପୁର ମୁସଲିମ ଅଞ୍ଜୁମନ କମିଟି ପକ୍ଷରୁ ମାଙ୍ଗଣା ସ୍ବାସ୍ଥ୍ୟ ଶିବିର !

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ମସଜିଦ ପରିସରରେ ମୁସଲିମ ଅଞ୍ଜୁମନ କମିଟି ପକ୍ଷରୁ ମାଙ୍ଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି ! କମିଟିର ସଭାପତି ଏମଡି ଅକତାର ଓ ସମ୍ପାଦକ ଅବ୍ଦୁଳହା ଖାନଙ୍କ ପ୍ରତେକ୍ଷ ତତତ୍ଵାବଧାନରେ ମାଗଣା ସ୍ବାସ୍ଥ୍ୟ ଶିବିରର ଆୟଜନ ହୋଇଥିଲା !

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀ ଗ୍ରହଣ କାର୍ଯ୍ୟକ୍ରମ ପାଳିତ

ନବରଙ୍ଗପୁର : ଜାତୀୟ ସେବା ଯୋଜନା ତରଫରୁ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀ ଅଧିଗ୍ରହଣ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମଲେଶ୍ୱରୀ ସାହୁ ସଭାପତିତ୍ୱ କରି ଜଣେ ସ୍ବେଚ୍ଛାସେବୀର ସମାଜ ଗଠନ ଦିଗରେ କଣ ଭୂମିକା ରହିବା ଆବଶ୍ୟକ ଓ କିପରି

ନବରଙ୍ଗପୁର ଜିଲ୍ଲାରେ ୧୭୬ ଟି ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରର ଉଦଘାଟନ

ନବରଙ୍ଗପୁର : ଆଜି ଭାରତ ସରକାରଙ୍କର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ପୋଷଣ ମାସ ପାଳନ ଅବସରରେ ସାରା ଦେଶରେ ୧୧,୦୦୦ ରୁ ଉର୍ଦ୍ଧ ସକ୍ଷମ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଆଜି ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାରେ ୧୭୬ ଟି ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟନ

ୟୁନିୟନ ବ୍ୟାଙ୍କ୍ ଅଫ ଇଣ୍ଡିଆରେ ଡକାୟତି ଉଦ୍ୟମ, ଜଣେ ଅଟକ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରପରିଷଦ ସିନେମାହଲ ଛକ ନିକଟରେ ଅବସ୍ଥିତ ୟୁନିଅନ ବ୍ୟାଙ୍କ୍ ଶାଖା -୨ରୁ ରବିବାର ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ହୋଇଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି। ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଖବର ପାଇ

ଦୁଇ ବାଇକ ମୁହାଁମୁହିଁ ଧକ୍କା ଘଟଣା ସ୍ଥଳରେ ଜଣେ ଜୀବନ୍ତ ଦଗ୍ଧ, ଅନ୍ୟ ଦୁଇଙ୍କ ମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ…

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ଅଧିନସ୍ଥ ଦେୱକରଣ ଦଫାଈ ଅଞ୍ଚଳର କୁଡ଼ପାଣି ମାଇନସ ସମ୍ମୁଖ ରାସ୍ତା ମୁହାଣୀରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନ୍ୟଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘଟିଥିବା ଜଣା

ଭଦ୍ରକ ଜିଲ୍ଲାର ନେତୃମଣ୍ଡଳୀ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର: ବିଗତ କିଛିଦିନ ଧରି ଶଙ୍ଖ ଭବନ ଠାରେ ଚାଲିଥିବା ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ସଂଗଠନକୁ ସଶକ୍ତ କରିବା ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ଜିଲ୍ଲା ନେତୃତ୍ୱ ମାନଙ୍କର ବୈଠକ ଚାଲିଛି। ଏହି କ୍ରମରେ ଆଜି ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର