ବୀରମିତ୍ରପୁର ମୁସଲିମ ଅଞ୍ଜୁମନ କମିଟି ପକ୍ଷରୁ ମାଙ୍ଗଣା ସ୍ବାସ୍ଥ୍ୟ ଶିବିର !

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ମସଜିଦ ପରିସରରେ ମୁସଲିମ ଅଞ୍ଜୁମନ କମିଟି ପକ୍ଷରୁ ମାଙ୍ଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି ! କମିଟିର ସଭାପତି ଏମଡି ଅକତାର ଓ ସମ୍ପାଦକ ଅବ୍ଦୁଳହା ଖାନଙ୍କ ପ୍ରତେକ୍ଷ ତତତ୍ଵାବଧାନରେ ମାଗଣା ସ୍ବାସ୍ଥ୍ୟ ଶିବିରର ଆୟଜନ ହୋଇଥିଲା ! ଏହି ଶିବିରରେ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ! ବୀରମିତ୍ରପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶ୍ରୀମତୀ ମାଧୁରୀ ଏକ୍କା ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ତାଙ୍କର ସହକର୍ମୀ ମାନେ ପୂର୍ଣ୍ଣ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା !

nis-ad
Leave A Reply

Your email address will not be published.