ମହନ୍ତ ରାମଗିରି ମହାରାଜଙ୍କ ନାଁରେ ୬୭ଟି ମାମଲା, କୋର୍ଟଙ୍କୁ କହିଲେ ସରକାର

ମୁମ୍ବାଇ : ଚର୍ଚ୍ଚାରେ ମହନ୍ତ ରାମଗିରି ମହରାଜ। ମହାରାଷ୍ଟ୍ର ସହ ଦେଶର ବିଭିନ୍ନ ସ୍ଥାନରେ ସନାତନ ଧର୍ମର ଓକିଲାତି କରୁଥିବା ମହନ୍ତ ରାମଗିରିଙ୍କ ବିରୋଧରେ ୬୭ଟି ଏଫଆଇଆର ପଞ୍ଜୀକୃତ ହୋଇଛି।ନାଶିକର ଗୋଟିଏ ଧାର୍ମିକ କାର୍ଯ୍ୟକ୍ରମରେ ସେ ଇସଲାମ ଓ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅତ୍ୟନ୍ତ

ସୁପ୍ରିମକୋର୍ଟରେ ଶୁଣାଣି ପର୍ଯ୍ୟନ୍ତ ଲଡୁ ବିବାଦର SIT ତଦନ୍ତ ସ୍ଥଗିତ

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ତିରୁପତି ବାଲାଜୀ ମନ୍ଦିରର ଲଡୁ ବିବାଦକୁ ନେଇ ଚାଲିଥିବା SIT ତଦନ୍ତ ସ୍ଥଗିତ ରଖାଯାଇଛି। ଏହି ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ନ ହେବା ପର୍ଯ୍ୟନ୍ତ SIT ତଦନ୍ତ ହୋଇପାରିବ ନାହିଁ। ଆଜି ଆନ୍ଧ୍ରପ୍ରଦେଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।ଲଡୁ

ବେଆଇନ ଜମିରେ ନିର୍ମାଣ ହୋଇଥିବା ମନ୍ଦିର-ମସଜିଦ- ଦରଘା ଉପରେ ବୁଲଡୋଜର ଚାଲିବ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଲଡୋଜର ଆକ୍ସନ ସହ ଜଡିତ ଆବେଦନ ଉପରେ ଶୁଣାଣି ସୁପ୍ରିମକୋର୍ଟରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଜଷ୍ଟିସ ବି.ଆର.ଗାଭାଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠରେ ଏହି ଶୁଣାଣି କରାଯାଇଥିଲା। ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ପକ୍ଷରୁ

ପୁଣି କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ଜୁନିୟର ଡାକ୍ତର, ଚିନ୍ତାରେ ସରକାର

କୋଲକାତା : ପଶ୍ଚିମବଙ୍ଗର ଜୁନିୟର ଡାକ୍ତରମାନେ ସେମାନଙ୍କ ଅନିର୍ଦ୍ଦିଷ୍ଟ ଓ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପୁଣି ଆରମ୍ଭ କରିଛନ୍ତି। ସରାକାର ପୂର୍ବ ଆନ୍ଦୋଳନ ପ୍ରତ୍ୟାହାର ବେଳେ ଦେଇଥିବା ଦାବିଗୁଡ଼ିକୁ ପୂରଣ କରୁ ନଥିବାରୁ ସେମାନେ ଏପରି ପଦକ୍ଷେପ ନେଇଛନ୍ତି। ସେମାନେ ହସ୍ପିଟାଲରେ ସୁରକ୍ଷା

ଆକାଶରେ ଦେଖାଯାଉଛି ୮୦ ହଜାର ବର୍ଷ ତଳର ଧୂମକେତୁ

ନୂଆଦିଲ୍ଲୀ : ଭାରତ ଆକାଶରେ ଆଉ ଏକ ମହାଜାଗତିକ ଦୃଶ୍ୟ ଦୃଶ୍ୟମାନ ହେଉଛି। ୮୦ ହଜାର ବର୍ଷ ତଳର ଏକ ଉଲକା ବା ଧୂମକେତୁକୁ ଆକାଶରେ ଦେଖିବାକୁ ମିଳୁଛି। ଏଇ କିଛି ଦିନ ହେବ ସକାଳ ସମୟରେ ଆକାଶରେ ଏହି ଧୂମକେତୁ ଦେଖାଯାଉଛି, ଯାହା ଏକ ରଙ୍ଗୀନ ପ୍ରାକୃତିକ ଦୃଶ୍ୟ ପ୍ରଦାନ କରୁଛି।ଏହି ଧୂମକେତୁର

ଟେଷ୍ଟ ସିରିଜକୁ ଭାରତ ୨-୦ରେ ସିରିଜ୍ ଜିତିଲା…

କାନପୁର: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ କାନପୁରରେ ୭ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରି ଟେଷ୍ଟ ସିରିଜକୁ ୨-୦ରେ କବଜା କରିଛି। ବାଂଲାଦେଶ ଟିମ୍ ଇଣ୍ଡିଆକୁ ୯୫ରନ୍‌ର ଟାର୍ଗେଟ ଦେଇଥିଲା। ତେବେ ଭାରତୀୟ ଦଳ ତିନି ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। ମ୍ୟାଚର ଦ୍ୱିତୀୟ ଏବଂ

ବଜ୍ରାଘାତରେ ଯୁବକ ଗୁରୁତର

ହିଞ୍ଜିଳିକାଟୁ : ସୋମବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ଅଞ୍ଚଳରେ ବର୍ଷା ହେବା ସହ ଆକାଶରେ ବିଜୁଳି ଚମକିଥିଲା। ବଜ୍ରପାତ ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ଶରଧାପୁର ଗ୍ରାମର ମିଟୁ ଦାସ (୩୨) । ସେ ଜଣେ ରାଜମିସ୍ତ୍ରୀ ଅଟନ୍ତି। ସ୍ଥାନୀୟ ଲୋକେ

କଇଁଛ ବୋଝେଇ ପିକଅପ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଜୁଲକୋଣ୍ଡା ଠାରେ କୌଣସି ଏକ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ବନ ବିଭାଗ ଏକ କଇଁଛ ବୋଝେଇ ପିକଅପ ଜବତ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏକ ପିକଅପ (ଗାଡ଼ି ନମ୍ବର ଏପି ୩୯ ଏନଏସ ୧୫୬୬) ରେ ଆନ୍ଧ୍ରପ୍ରଦେଶ ର ନରସିଂପାଟଣା

ଖେଲୋଇଣ୍ଡିଆ ମହିଳା ତାଏକ୍ରୋଣ୍ଡୋରେ ସୁନ୍ଦରଗଡ଼ର ତିନି ଖେଳାଳି

ସୁନ୍ଦରଗଡ/ରାଉରକେଲା : ଅରୁଣାଚଳ ପ୍ରଦେଶର ଇଟାନଗର ସ୍ଥିତ ଖେଲୋ ଇଣ୍ଡିଆ ଷ୍ଟାଡିୟମ୍ ଠାରେ ଅଗାମୀ ଅକ୍ଟୋବର ୩ରୁ ୬ ତାରିଖ ଯାଏଁ ଖେଲୋ ଇଣ୍ଡିଆ ଦ୍ଵିତୀୟ ଅସ୍ମିତା ମହିଳା ଟାଇକୋଣ୍ଡୋ ଲିଗ୍ ୨୦୨୪ ଅନୁଷ୍ଠିତ ହେବ । ଏଥିରେ ସୁନ୍ଦରଗଡ଼ ଜିଲ୍ଲା ରୁ ରାଉରକେଲା ଓ ବୀରମିତ୍ରପୁର ସହରର ୩ ଖେଳାଳି