ରସାୟନ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

ନୂଆଦିଲ୍ଲୀ : ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ମିଳିତ ଭାବେ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ଚଳିତ ବର୍ଷର ନୋବେଲ ପୁରସ୍କାର। ଡାଭିଡ ବାକେର, ଡେମିସ ହାସାବିସ ଓ ଜନ ଜମ୍ପରଙ୍କୁ ନୋବେଲ ପୁରସ୍କାର ମିଳିବ। କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ପାଇଁ ଏହି ୩ ଜଣଙ୍କୁ ନୋବେଲ…

ଫୁଲବାଣୀ ପୌର ପରିଷଦରେ ବର୍ଦ୍ଧିତ ହୋଲଡିଂ ଟିକସ ଆଦାୟର ପ୍ରତିବାଦ…

ଫୁଲବାଣୀ : ଫୁଲବାଣୀ ପୌର ପରିଷଦ ପକ୍ଷରୁ ପଟାଧାରୀ ମାନଙ୍କ ହୋଲଡିଂ ଟିକସ ବଢାଇବାକୁ ଗତ ୨୦-୨୧ମସିହାରୁ ପ୍ରକ୍ରିୟା ଆରମ୍ଭ ହୋଇଛି।ଓଡିଶା ସରକାର ୫ଟି ମହାନଗର ନିଗମ ପାଇଁ ପ୍ରସ୍ତୁତ କରିଥିବା ହୋଲଡିଂ ଟିକସ ଆଇନ ଫୁଲବାଣୀ ପୌର ପରିଷଦରେ ଲଗାଇବାକୁ ଯାଉଥିବାରୁ ଜନସାଧାରଣଙ୍କ ମଧ୍ୟରେ…

ପୁରୁଣା ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୭ତମ ଜନ୍ମ ଜୟନ୍ତୀ ପାଳନ…

ମାଲକାନଗିରି, ୯।୧୦ ମାଲକାନଗିରି ଜିଲ୍ଲାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛିା ପୁରୁଣା ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତିରେ ପ୍ରଦୀପ ପ୍ରଜ୍ଜଳନ କରି ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତାଙ୍କ ସ୍ମୃତି…

ଗଞ୍ଜାମ ଜିଲ୍ଲାରେ ଘରେ ଘରେ ଜୁଆ ଖେଳ ପୋଲିସ ର ଚଢାଉ ଧର୍ମକୁ ଆଖିଠାର..!

ପୋଲିସ ଜୁଆ ଖେଳାଇଲେ ଲାଭ ଧରିଲେ ଲାଭ…..! ବ୍ରହ୍ମପୁର: ପୂଜାପାର୍ବଣ ପରମ୍ପରା ଆଳରେ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଏବେ ଜୁଆ ଖେଳ ଆରମ୍ଭ ହେଲାଣି। କେତେକ ସ୍ଥାନନରେ ପୋଲିସ ସହ ସଲାସୁତୁରା ହୋଇ ଗୁପ୍ତ ହୋଟେଲ, ଆପାଟ ଟମେଣ୍ଟ, ନିର୍ଜନ ସ୍ଥାନରେ ଗୁପ୍ତଚର ମାନଙ୍କୁ ନିୟୋଜିତ କରି…

ବାବୁମାନଙ୍କ “ଇନ କମିଙ୍ଗ” ପ୍ରବଳ “ଆଉଟ ଗୋଇଙ୍ଗ” ଦୁର୍ବଳ….!

ଆସିକାରେ ଦୁର୍ନୀତି ଚରମ ସୀମାରେ ! ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ କ୍ଷେତ୍ରରେ ଆସିକା ଏକ ଚର୍ଚ୍ଚିତ ସହର। ଏଠାରେ ଗତ କିଛି ଦିନ ହେଲା ଅଧିକାଂଶ ସରକାରୀ କାର୍ଯ୍ୟାଳୟ ରେ ପିସି କାରବାର ବହୁ ମାତ୍ରା ରେ ବଢିଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ପିସି କାରବାର ରେ ସମ୍ପୃକ୍ତ…

ସାପକାମୁଡ଼ାରେ ଯୁବକର ମୃତ୍ୟୁ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋଵୀରା ଅଞ୍ଚଳର ପୁରୁଣା ଗିର୍ଜାଟୋଲି ଗ୍ରାମରେ ଏକ ମର୍ମନ୍ତୁଦ ଅଘଟଣ ଘଟିଯାଇଛି | ଏହି ଅଞ୍ଚଳର ଜୋସେଫ ଖେଶ ଙ୍କ ପୁଅ ସନୀୟଶ ଖେସ ୨୮ ବର୍ଷକୁ ଗତ ତା:୦୬/୧୦/୨୪ ରିଖ ଦିନ ରାତ୍ରରେ ଶୋଇଥିବା ବେଳେ…

ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ନିଯୁକ୍ତ

ହିଞ୍ଜିଳିକାଟୁ : ବିଜେଡି ସଭାପତି ,ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ବ୍ଲକ, ପୌରାଞ୍ଚଳ ଓ ଜିଲା ପରିଷଦ ନିମନ୍ତେ ପ୍ରତିନିଧି ଘୋଷଣା କରିଛନ୍ତି। ହିଞ୍ଜିଳି ବିଧାୟକ ଜିଲ୍ଲା ପରିଷଦ ପ୍ରତିନିଧି କିଏ ହେବ କିଏ ହେବ ବୋଲି ନିର୍ବାଚନ…

ରୋଟାରୀକ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ତରଫରୁ ରାମପଲ୍ଲୀ ଗ୍ରାମରେ ମାଗଣା ମଶାରି ବଣ୍ଟନ

ଛତ୍ରପୁର : ରୋଟାରୀକ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ତରଫରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ରାମପଲ୍ଲୀ ଗ୍ରାମରେ ଶହେ ଜଣ ଗରୀବ ଜନସାଧାରଣଙ୍କୁ ମାଗଣାରେ ମଶାରୀ ବଣ୍ଟନ କରାଯାଇଛି।ରୋଟାରୀ ଜିଲା 3262 ର ପ୍ରାନ୍ତପାଳ ଯଜ୍ଞାଶୀଷ ମହାପାତ୍ର ମୁଖ୍ଯ ଅତିଥି ରୂପେ ଯୋଗଦେଇ ହିତାଧିକାରୀଙ୍କୁ…

ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ : ଟାର୍ଗେଟରେ ଛୋଟ ଛୋଟ ଉଠା ଦୋକାନୀ

ବାଲିଗୁଡା : ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ ଏହା ମଧ୍ୟରେ ସାମ୍ନାକୁ ଆସିଛି ନକଲି ନୋଟ କାରବାର ଖବର। ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ ମାଫିଆ। ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ମାର୍କେଟରେ କୋଟି କୋଟି ଟଙ୍କା ଛାଡିବାକୁ କଟକ ରୁ ଆସି କନ୍ଧମାଳ…