ଜେଲ୍ ଏଡିଜିଙ୍କ ନାଁରେ ଫେକ୍ ଆକାଉଣ୍ଟ

ଭୁବନେଶ୍ବର: ପୁଣି ସାଇବର ଠକଙ୍କ ଜାଲରେ ଆଉ ଜଣେ ପ୍ରଶାସନିକ ଅଧିକାରୀ । ଜେଲ୍ ଏଡିଜିଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଟଙ୍କା ମାଗୁଛନ୍ତି । ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନାଁରେ ଇନଷ୍ଟାଗ୍ରାମରେ ଫେକ୍‌ ଆକାଉଣ୍ଟ ଖୋଲି ଲୋକଙ୍କ ପାଖକୁ ମେସେଜ କରି କରି ଟଙ୍କା ମାଗୁଛନ୍ତି

କନ୍ଧମାଳ ଜିଲ୍ଲା ବ୍ଯାଡମିନ୍ଟନ ଆସୋସିଏସନ ପକ୍ଷରୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ଯାଡମିନ୍ଟନ ଆସୋସିଏସନ ପକ୍ଷରୁ ଏକଦିବସୀୟ ରାଜ୍ୟ ସ୍ତରୀୟ ବ୍ଯାଡମିନ୍ଟନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ, ଗଷ୍ଟ ୩୧ ତାରିଖ ଦିନ ଜିଲ୍ଲା କ୍ରୀଡା ଅନୁଷ୍ଠାନ ପକ୍ଷରୁ ସମସ୍ତ ବର୍ଗର ଏକ ଦିବସୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି

ଆସିକା ରାଜ ରାସ୍ତାରେ ଡ୍ରେନେଜ ପାଣି :ଡେଙ୍ଗୁ ପାଇଁ ନିମନ୍ତ୍ରଣ କରୁଛି ପୌର ପରିଷଦ…

ବ୍ରହ୍ମପୁର: ୩-୯ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ୱଛତା ର ଡିମ ଡିଣ୍ଡିମ ପିଟୁଥିବା ବେଳେ ରାଜ ରାସ୍ତା ଉପରେ ଡ୍ରେନେଜ ପାଣି ଭାସୁଛି।ଆସିକା ସହରକୁ ସୁନ୍ଦର ସରସ କରିବାକୁ ବିଭିନ୍ନ ୱାର୍ଡ ରେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଇଛି। ବିଭିନ୍ନ ରାସ୍ତା, ଡ୍ରେନେଜ, ପାର୍କ,

ଜିଅନ୍ତା ବଜ୍ରକାପ୍ତା ଉଦ୍ଧାର ଜଣେ ଗିରଫ…

ନବରଙ୍ଗପୁର : କୋଡିଙ୍ଗା ବନାଞ୍ଚଳ ଅଧିନସ୍ଥ ବାଗିନୀ ଗ୍ରାମ ନିକଟରେ ଏକ ଜୀବନ୍ତ ବଜ୍ରକାପ୍ତା କୁ୫ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ମୂଲଚାଲ ଚାଲିଥିବା ସମୟରେ ମାଡ଼ି ବସିଛନ୍ତି ବନବିଭାଗ କର୍ମଚାରୀ l ଫଳରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହେବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି l

ନବରଙ୍ଗପୁର ଜିଲ୍ଲା ଶାଖା ରେଡକ୍ରସ ସୋସାଇଟି ର ସାଧାରଣ ବୈଠକ…

ନବରଙ୍ଗପୁର:୩.୦୯.୨୦୨୪:- ନବରଙ୍ଗପୁର ମିଶନ ଶକ୍ତି ସଭାଗୃହ ରେ ଜିଲ୍ଲା ସ୍ତରୀୟ ରେଡ଼କ୍ରସ ର ସାଧାରଣ ବୈଠକ ଅଧ୍ୟକ୍ଷ ଭାରତୀୟ ରେଡ଼କ୍ରସ ସୋସାଇଟି, ଜିଲ୍ଲା ଶାଖା ନବରଙ୍ଗପୁର ତଥା ଜିଲ୍ଲାପାଳ ନବରଙ୍ଗପୁର ଡ଼ଃ ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ

ସୁଭଦ୍ରା ଯୋଜନା ପାଇଁ ମହିଳାଙ୍କ ଲମ୍ବା ଲାଇନ ଲିଙ୍କ କରିବା ପାଇଁ ମହାଲୁଟ ଆରମ୍ଭ…..!

ଵ୍ରହ୍ମପୁର: ୩-୯ ଆସିକା ରେ ସୁଭଦ୍ରା ଯୋଜନା ପାଇଁ ଆଧାର ଓ ପାନ ଲିଙ୍କ କରିବା ପାଇଁ ମହା ଲୁଟ ଆରମ୍ଭ ହୋଇଯାଇଛି ।ସୁଭଦ୍ରା ଯୋଜନା ରେ ସାମିଲ ହେବାର ଏକ ମାତ୍ର ବିକଳ୍ପ ଆଧାର ଓ ପାନ କାର୍ଡ ଲିଙ୍କ। ଏହାର ସୁଯୋଗ ନେଇ କିଛି ଜନସେବା ଅନ୍ୟ ଇଣ୍ଟରନେଟ ଦୋକାନରେ ନିରୀହ ଲୋକଙ୍କୁ ଦୁଇଶହ

ଜୁଆ ଆଡ୍ଡାରେ ଚଢଉ, ୧୯ ଜୁଆଡି ଗିରଫ

ହିଞ୍ଜିଳିକାଟୁ ୨/୯ : ବେଲଗାଁ ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମ ନିକଟ ପୋଡାପଦର ଚାଲିଥିବା ଜୁଆ ଆଡ୍ଡାରେ ଚଢଉ କରି ପୁଲିସ ୧୯ ଜଣ ଜୁଆଡିଙ୍କୁ ସୋମବାର ଅପରାହ୍ନରେ ଗିରଫ କରିଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ୩ଟି ବାଇକ ୨୧ଗୋଟି ମୋବାଇଲ ଫୋନ ଓ ନଗଦ ଏକ ଲକ୍ଷ ୫୨ହଜାର ଟଙ୍କା ଜବତ

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି

ନବରଙ୍ଗପୁର : ନବରଙ୍ଗପୁର ପୌର ପାଳିକା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଯୁଗ୍ମ ଜନ ଶୁଣାଣି ଶିବିରରେ ନବରଙ୍ଗପୁର ବ୍ଲକ, ପୌରପାଳିକା ଓ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକମାନେ ବ୍ୟକ୍ତିଗତ ଓ ସାମୁହିକ ଆପତ୍ତି