ବ୍ରହ୍ମପୁରରେ ବେଆଇନ ମଦ ପ୍ରସ୍ତୁତ ୟୁନିଟ ଉପରେ ପୁଲିସର ଚଢ଼ାଉ

ବ୍ରହ୍ମପୁର : ବେଆଇନ ନକଲି ବିଦେଶୀ ମଦ ୟୁନିଟ ଉପରେ ଗୋଶାଣୀନୂଆଗାଁ ପୁଲିସ ଚଢ଼ାଉ କରିଛି।. ବିଭିନ୍ନ ବ୍ରାଣ୍ଡ ର ପ୍ରସ୍ତୁତ ନକଲି ମଦ ଜବତ କରିଛି ଗୋସାଇଁନୂଆଗାଁ ଥାନା ପୋଲିସ।ଏହା ସହିତ ମଦ ପ୍ରସ୍ତୁତ ଉପକରଣ ବି ଜବତ କରିଛି।ଏହି ସଂକ୍ରାନ୍ତ ରେ ତିନି ଜଣ ଅଭିଯୁକ୍ତକୁ ଗିରଫ କରିଛି।

ପ୍ରତିଭା ଆବାସିକ ମହାବିଦ୍ୟାଳୟର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ !

ଛତ୍ରପୁର : ପବିତ୍ର ନୂଆ ଖାଇ ଭେଟ୍ ଘାଟ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛତ୍ରପୁର ର ଅଗ୍ରଣୀ ପ୍ରତିଭା ଆବାସିକ ମହାବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ବେଶ୍ ଧୁମ୍ ଧାମରେ ମନାଇଛନ୍ତି । ଅନୁଷ୍ଠାନରେ ଅଧ୍ୟୟନ ନିମନ୍ତେ ଚଳିତ ବର୍ଷ ପ୍ରବେଶ କରିଥିବା ଯୁକ୍ତଦୁଇ ଶ୍ରେଣୀର

ମୌଳିକ ସୁବିଧାରୁ ବଞ୍ଚିତ ୩୮ ବିସ୍ଥାପିତ କୁଟିଆ ଆଦିବାସୀ ପରିବାର ନିଜ ଭିଟାମାଟିକୁ ଫେରିବେ

ବାଲିଗୁଡା : କନ୍ଧମାଳ ପ୍ରଶାସନ ଉପରେ ଭରସା କରି ପାହାଡ଼ ଉପର ଗାଁରୁ ତଳକୁ ଆସି ବସତି ସ୍ଥାପନ କଲେ; କିନ୍ତୁ ଏଠାରେ ଦୁର୍ଦ୍ଦଶାରେ ଏତେ ବଢ଼ିଗଲା ଯେ ଦିନ କାଟିବା ଅସମ୍ଭବ ହୋଇପଡ଼ିଲା । ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଶେଷରେ ପୁଣି ନିଜ ଭିଟାମାଟି ବା ଗାଁକୁ ଫେରିଯିବାକୁ ମନ

ଚଳିତ ବର୍ଷ ଧୁମଧାମରେ ପାଳନ ହେବ ମା ଗଜଲକ୍ଷ୍ମୀଙ୍କ ପୂଜା : ଏଥି ନିମନ୍ତେ ପ୍ରସ୍ତୁତି ବୈଠକ

ଛତ୍ରପୁର : ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ କମ୍ପେ୍ଲକ୍ସ ପରିସରରେ ପୂଜା କମିଟି ପକ୍ଷରୁ ଦୀର୍ଘ ୨୩ବର୍ଷରୁ ଉର୍ଦ୍ଧ୍ୱ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା କରାଯାଉଛି । ଚଳିତ ବର୍ଷ ମାଙ୍କ ପୂଜାକୁ ଧୁମଧାମରେ ପାଳନ କରିବା ନିମନ୍ତେ ମା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଏକ

ବିଦ୍ୟୁତ୍ ଆଘାତରେ ମେଣ୍ଢା ମୃତ୍ୟୁ ଅଭିଯୋଗ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ତଥା ବେଲଗାଁ ଥାନା ଗଣ୍ଡଳା ସାତଭଉଣୀ ମନ୍ଦିର ନିକଟସ୍ଥ ଏକ ବିଦ୍ୟୁତ୍ ଖୁଣ୍ଟ ସଂସ୍ପର୍ଶରେ ଆସି ଏକ ମେଣ୍ଢାର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ମେଣ୍ଢା ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ସୋମବାର ଅପରାହ୍ନରେ ବେଲଗାଁ ଥାନା ଗଣ୍ଡଳା

ଚିକିତ୍ସାଳୟରେ ଡାକ୍ତର ଦ୍ୱାରା ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଦ୍ୱାରା ଏକ ମହିଳାଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ଅଞ୍ଚଳର ସୁକାନ୍ତି ଦାସ ନାମକ ମହିଳା ଛାତି ଓ ମୁଣ୍ଡ ବ୍ୟାଥା ଯୋଗୁଁ ଚିତ୍ରକୋଣ୍ଡା ଚିକିତ୍ସାଳୟକୁ

ଲଗାଣ ବର୍ଷାରେ ଚିତ୍ରକୋଣ୍ଡା-ବାଲିମେଳା ମୁଖ୍ୟ ରାସ୍ତା ଧସିଲା, ଯାତାୟତ ବାଧାପ୍ରାପ୍ତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ ତିନିଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ଚିତ୍ରକୋଣ୍ଡା-ବାଲିମେଳା ମୁଖ୍ୟ ରାସ୍ତା ଭାଲ୍ଭ ହାଉସ ଛକ ନିକଟରେ ମାଟି ଅତଡ଼ା ଖସି ଯାଇଥିବାରୁ ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ଅବରୋଧ ହୋଇଯାଇଛି । ଫଳରେ ଚିତ୍ରକୋଣ୍ଡା ଓ ବାଲିମେଳା ମଧ୍ୟରେ ଗାଡି

ଆମେରିକାରୁ BJP ଏବଂ RSSକୁ ଟାର୍ଗେଟ କଲେ ରାହୁଲ ଗାନ୍ଧି

ଆମେରିକା ଗସ୍ତରେ ଥିବା କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବିଜେପି ଏବଂ ଆରଏସଏସକୁ ଟାର୍ଗେଟ କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ପ୍ରତି ଲୋକଙ୍କ ଭୟ ଲୋପ ପାଇ ଯାଇଥିବା ସେ କହିଛନ୍ତି। ଏଥିସହ ବିଦେଶ

ଲଗାଣ ବର୍ଷା ଯୋଗୁ ଆସନ୍ତାକାଲି ମାଲକାନଗିରି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି

ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ସ୍ଥିତି ଅଣାୟତ ହୋଇଥିବା ବେଳେ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏମିତିକି କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ।

ବୀମା ପ୍ରିମିୟମ ଉପରେ ଲାଗୁ ଜିଏସଟି କମିବ

ନୂଆଦିଲ୍ଲୀ : ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି କାଉନସିଲ ବୈଠକରେ ନିଆଯାଇଛି ବଡ ନିଷ୍ପତ୍ତି । ବୀମା ପ୍ରିମୟମ ଉପରେ ଲାଗୁ ୧୮% ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ହାର ହ୍ରାସ କରିବାକୁ ବୈଠକରେ ସହମତି ହୋଇଛି । କେତେ କମିବ ତାହା