ପୋଲଭରମ ପ୍ରକଳ୍ପକୁ ବିରୋଧ : ନବୀନଙ୍କୁ ରିପୋର୍ଟ ଦେଲେ ବିଜେଡିର ପୋଲାଭରମ ପ୍ରକଳ୍ପ ଅନୁଧ୍ୟାନକାରୀ ଟିମ୍

ଭୁବନେଶ୍ୱର : ପାର୍ଲାମେଣ୍ଟରୁ ଆରମ୍ଭ କରି ପଞ୍ଚାୟତ ସ୍ତର ଯାଏଁ ସବୁ ଆଡେ ପୋଲଭରମ ପ୍ରକଳ୍ପକୁ ବିରୋଧ କର । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବିଜେଡି ନେତାଙ୍କୁ ଆଜି ଏହି ପରାମର୍ଶ ଦେଇଛନ୍ତି । ଆଜି ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି, ବିଜେଡିର ପୋଲାଭରମ

ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ଶୋକସଭା

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ତରଫରୁ ଏକ ଶୋକସଭା ସ୍ଥାନୀୟ ସୋରଳ ସ୍ଥିତ ସୁରେଶ ହସ୍‌ପିଟାଲ୍ ସଭାକକ୍ଷ ଠାରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ

ଓଏସଏସଏସସି ଅଫିସ ଘେରିଲେ ପରୀକ୍ଷାର୍ଥୀ, ଦାବି କଲେ ପୁନଃ ପରୀକ୍ଷା

ଭୁବନେଶ୍ବର: ଭୁବନେଶ୍ବର ଓଟ୍ରିପଲ-ଏସସି ଅଫିସ ଘେରିଲେ ଶହ ଶହ ପରୀକ୍ଷାର୍ଥୀ । ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଓଟ୍ରିପଲ-ଏସସି ଅଫିସ ଘେରାଉ କରିଛନ୍ତି । ଯୋଗ୍ୟ ପରୀକ୍ଷାର୍ଥୀମାନେ ମେରିଟ୍ ତାଲିକାରୁ ବାଦ୍ ପଡ଼ିବାରୁ ପରୀକ୍ଷାର୍ଥୀମାନେ ପ୍ରତିବାଦ କରି ଦାୟିତ୍ୟହୀନତାକୁ ଦୋଷାରୋପ କରି

ଲଘୁଚାପ ଜନିତ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାର ଜଳସ୍ତର ବୃଦ୍ଧି

ଚିତ୍ରକୋଣ୍ଡା : ଲଘୁଚାପ ଜନିତ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଉପର ମୁଣ୍ଡରେ ଥିବା ମାଛକୁଣ୍ଡ ଡ୍ୟାମର ଗେଟ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଥିବା ହେତୁ କ୍ରମାଗତ ଜଳସ୍ତର ବଢ଼ିବାରେ ଲାଗିଛି । ଏ ନେଇ ଚିତ୍ରକୋଣ୍ଡା

ଚିତ୍ରକୋଣ୍ଡା ଚିତ୍ରଗିରି ସାହିତ୍ୟ ସଂସଦର ନୂଆଁଖାଇ ଭେଟଘାଟ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକ୍ ସ୍ତରରେ ଗତକାଲି ଅର୍ଥାତ୍ ୦୯ ସେପ୍ଟେମ୍ବର ସୋମବାର ଦିବା ୧୦ଘଟିକା ଠାରୁ ୪ଘଟିକା ଯାଏଁ ଚିତ୍ରଗିରି ସାହିତ୍ୟ ସଂସଦର ନୂଆଁଖାଇ ଭେଟଘାଟ ଓ କବିତା ପାଠ ଉତ୍ସବ ତଥା ଆଲୋଚନା ଚକ୍ର ଡି.ଏ.ଭି. ଗୁରୁକୁଳ (ଚିତ୍ରକୋଣ୍ଡା)

ଫିରିଙ୍ଗିଆ ରେ ଗେଣ୍ଡୁଫୁଲ ଚାଷ ସମ୍ବନ୍ଧୀୟ ତାଲିମ…

ଫୁଲବାଣୀ ;- କୃଷକ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠି ମାନଙ୍କର ଆର୍ଥିକ ଅଭିବୃଦ୍ଧି ପାଇଁ ବର୍ତମାନ ପାରମ୍ପରିକ କୃଷି ପରିବର୍ତେ ବିକଳ୍ପ ଚାଷ ପାଇଁ ପୋ୍ରତ୍ସାହିତ କରାଯାଉଛି । ବିଗତ ଦିନ ମାନଙ୍କରେ କନ୍ଧମାଳ ଜିଲ୍ଲା ରେ ଫଳ ଓ ପନିପରିବା ର ସଫଳ ଉତ୍ପାଦନ ଦେଖି ଆଗକୁ ଗେଣ୍ଡୁ ଫୁଲ ଚାଷ କରି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିଠି ଲେଖିଲେ ଫୁଲବାଣୀର ତରୁଣ ଚିତ୍ରଶିଳ୍ପୀ ପ୍ରସାଦ ସୋନୁଙ୍କୁ…

ଫୁଲବାଣୀ: ଗତ ସାଧାରଣ ନିର୍ବାଚନରେ ନିର୍ବାଚନ ପ୍ରଚାର ଗସ୍ତରେ ମଇ ମାସ ୧୧ ତାରିଖରେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀକୁ ପ୍ରଚାଚରେ ଆସିଥିବା ବେଳେ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ୱତନ୍ତ୍ର ଓ ଭିନ୍ନ ଧରଣର ଚିତ୍ର ତିଆରି କରି ଉପହାର ଦେଇଥିଲେ

ଚପଲ ଦୋକାନରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଚପଲ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାର ଚପଲ ଦୋକାନ ରେ ଥିବା ଗୋଦାମ ରେ ଲାଗିଲା ନିଆଁ । ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ଚପଲ ଜଳି ପୋଡି ପାଉଁଶ ହେଉଥିବା ବେଳେ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ ପାଇଁ ପ୍ରୟାସ ଜାରି ରଖିଛି । ତଥ୍ୟ ଅନୁଯାୟୀ ଜିଲ୍ଲା

ବ୍ରହ୍ମପୁରରେ ବେଆଇନ ମଦ ପ୍ରସ୍ତୁତ ୟୁନିଟ ଉପରେ ପୁଲିସର ଚଢ଼ାଉ

ବ୍ରହ୍ମପୁର : ବେଆଇନ ନକଲି ବିଦେଶୀ ମଦ ୟୁନିଟ ଉପରେ ଗୋଶାଣୀନୂଆଗାଁ ପୁଲିସ ଚଢ଼ାଉ କରିଛି।. ବିଭିନ୍ନ ବ୍ରାଣ୍ଡ ର ପ୍ରସ୍ତୁତ ନକଲି ମଦ ଜବତ କରିଛି ଗୋସାଇଁନୂଆଗାଁ ଥାନା ପୋଲିସ।ଏହା ସହିତ ମଦ ପ୍ରସ୍ତୁତ ଉପକରଣ ବି ଜବତ କରିଛି।ଏହି ସଂକ୍ରାନ୍ତ ରେ ତିନି ଜଣ ଅଭିଯୁକ୍ତକୁ ଗିରଫ କରିଛି।

ପ୍ରତିଭା ଆବାସିକ ମହାବିଦ୍ୟାଳୟର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ !

ଛତ୍ରପୁର : ପବିତ୍ର ନୂଆ ଖାଇ ଭେଟ୍ ଘାଟ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛତ୍ରପୁର ର ଅଗ୍ରଣୀ ପ୍ରତିଭା ଆବାସିକ ମହାବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ବେଶ୍ ଧୁମ୍ ଧାମରେ ମନାଇଛନ୍ତି । ଅନୁଷ୍ଠାନରେ ଅଧ୍ୟୟନ ନିମନ୍ତେ ଚଳିତ ବର୍ଷ ପ୍ରବେଶ କରିଥିବା ଯୁକ୍ତଦୁଇ ଶ୍ରେଣୀର