ଆସିକା ବିଧାୟକ ଙ୍କ ବୟାନ ବାଜୀ ପରେ ମେଳି ବାନ୍ଧିଲେ ସରପଞ୍ଚ : ବିଧାୟକ ଙ୍କ ଅଡୁଆ ବଢିଲା…

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଗତ କିଛି ଦିନ ହେଲା ଚର୍ଚ୍ଚା ରେ ରହିଆସିଛି। ଆସିକା ବିଧାୟକ ବାଲି ବ୍ୟବସାୟୀ ଙ୍କୁ ମାସି ଆରି ବଟି ମାଗିବା ବାର୍ତ୍ତାଳପ ର ଅଡିଓ ଭାଇରଲ ହେବା ପରେ ଚର୍ଚ୍ଚାକୁ ଆସିଥିଲେ। ଏହି ଅଡିଓ ଭାଇରଲ କୁ ନେଇ ତୁମ୍ବି ତୋଫାନ

ଆସିକା ବିଧାୟକ ଙ୍କ ବଢିଲା ଅଡୁଆ :ତଦନ୍ତ ଦାୟିତ୍ୱ ଏବେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ହାତରେ…

ବାଲୁଘାଟ ଗୁତା ଧାରିଙ୍କୁ ବଟି ମାଗିବା ଏବେ ରୋଚକ ମୋଡ଼ ରେ.. ଭୁବନେଶ୍ୱର:୧୨-୯ ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକ ଙ୍କ ଅଡିଓ ଭାଇରଲ ର ତଦନ୍ତ ଭାର ଏବେ ବ୍ରହ୍ମପୁର ଭିଜିଲାନ୍ସ ଏସ.ପି ଙ୍କ ହାତକୁ ଆସିଛି। ଗତ କିଛି ଦିନ ପୂର୍ବେ ଆସିକା ବିଧାୟକ ଦୁଇ ଜଣ ବାଲି ବ୍ୟବସାୟୀ ମାନଙ୍କୁ

ବାଲି ବ୍ୟବସାୟ କୁ ନେଇ ଗଞ୍ଜାମ ଜିଲ୍ଲାରେ ଗୋଷ୍ଟି କନ୍ଦଳ ବଢୁଛି:ମୁଣ୍ଡ ଗଡ଼ିବା ସମ୍ଭାବନା ଅନେକ..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏବେ ବାଲି ମାଫିଆ ମାନେ ବିଭିନ୍ନ ଗୋଷ୍ଟି ରେ ସାମିଲ ହୋଇ ନିଜ ନିଜର ବ୍ୟବସାୟ ସାମ୍ରାଜ୍ୟ ବିସ୍ତାର କରିଲେଣି। ଏବେ ଗଞ୍ଜାମ ଜିଲ୍ଲାରେ ବାଲି ବ୍ୟବସାୟ ରେ ମାତ୍ରାଧିକ ଲାଭ ହେଉଛି। ଏହି ବ୍ୟବସାୟ ରେ ନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଓ

ବଟି ମାଗିବା ଅଡ଼ିଓ ଭାଇରଲ ହେଲା ପରେ ବି ସୁଧରୀ ନାହାନ୍ତି ବିଧାୟକ…!

ନିଆଁରେ ଘିଅ ଢ଼ାଳିଲେ ପୁଣି ବିଧାୟକ…..! ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକଙ୍କ ଅଡିଓ ଭାଇରଲ ହେବା ପରେ ସେ ନିଜେ ହରଡ଼ଘଣା ରେ ପଡ଼ିଥିବା ଚର୍ଚ୍ଚା ହେବା ବନ୍ଦ ହୋଇନାହିଁ। ହେଲେ ତାଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ହେବା ପାଇଁ ଦାବୀ ହେବା ଥମି ନାହିଁ। ସେ ବର୍ତ୍ତମାନ ଶହେ

ଲଗାଣ ବର୍ଷା ପ୍ରଭାବରେ ଭୁଶୁଡ଼ିଲା ଘର

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ହୋଇ ବିଭିନ୍ନ ଅଂଚଳ କ୍ଷୟ କ୍ଷତି ହେବା ସହ ମାଲକାନଗିରିର ଚାଲାଣଗୁଡା ପଞ୍ଚୟତ ଅନ୍ତର୍ଗତ ଡଙ୍ଗୁସଖାଲ ଗ୍ରାମରେ ଲଗାଣ ବର୍ଷା ପ୍ରଭାବରେ ଗାଙ୍ଗି କାର୍ତ୍ତାମୀ(70)ବର୍ଷ ଙ୍କ ମାଟି ଘରର କାନ୍ଥ ବୁଧବାର ଦିନ ସକାଳ 8ଟା ସମୟରେ ଭୁଶୁଡି

ହୋମଗାର୍ଡ ସଂଘର ଆଇନ ପରାମର୍ଶଦାତା ଭାବେ ତିନି ଆଇନଜୀବୀଙ୍କୁ ଦାୟିତ୍ଵ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା ପ୍ରକାରେ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ରାୟଙ୍କ ତତ୍ବାବଧାନରେ ଆଜି ଫୁଲବାଣୀ ସହରର ନାରାୟଣୀ ଯାତ୍ରା ପଡିଆ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଜିଲ୍ଲାରେ ପ୍ରାୟ ପାଞ୍ଚ ଶହରୁ ଊର୍ଦ୍ଧ୍ବ

ଉମରକୋଟ ସହରରେ ବିଶାଳ ହିନ୍ଦୁ ରାଲି

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ସଦର ମହକୁମା କାଳୀ ମନ୍ଦିର ନିକଟରୁ ଏକ ବିଶାଳ ହିନ୍ଦୁ ରାଲି ବାହାରି ରାଜ୍ୟ ରାଜପଥ ଉପର ଦେଇ ବିଭିନ୍ନ ହିନ୍ଦୁ ସୁରକ୍ଷା ନାରା ଦେଇ ମା ପେଣ୍ଡ୍ରାଣୀ ମନ୍ଦିର ନିକଟରେ ପହଞ୍ଚି ଥିଲେ l ସେଠାରେ ହିନ୍ଦୁ ସୁରକ୍ଷା ସମିତି ଓ ଆର୍ ଏସ୍ ଏସ୍ ସଂଘ

ଛତ୍ରପୁର ବ୍ଳକସ୍ତରୀୟ ଏମ.ଜି.ଏନ.ଆର.ଇ.ଜି.ଏସ. ଜନଶୁଣାଣୀ

ଛତ୍ରପୁର : ଛତ୍ରପୁର ବ୍ଲକସ୍ତରୀୟ ଏମ.ଜି.ଏନ.ଆର.ଇ.ଜି.ଏସ. ଜନଶୁଣାଣୀ ବୁଧବାର ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ଉପ-ଜିଲାପାଳ ଦେବଦତ୍ତ ମହନ୍ତ ଯୋଗଦେଇ କାର୍ଯ୍ୟ ନିର୍ବାହ କରିଥିଲେ ।୨୦୨୩ ଅକ୍ଟୋବର ୧ ତାରିଖରୁ ୨୦୨୪ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ହୋଇଥିବା

ଚିକିଟୀ ପ୍ରେସ କ୍ଲବର ୩୧ତମ ସାଧାରଣ ବୈଠକ

ଚିକିଟୀ : ଏହି ବ୍ଲକ ଚିକିଟୀ ପେଣ୍ଠ ତୈଳିକ ସମାଜ କୋଠଘର ନିକଟରେ ବୁଧବାର ଅପରାହ୍ନ ରେ ଚିକିଟୀ ପ୍ରେସ କ୍ଲବ ର ୩୧ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ସଙ୍ଘ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ତ୍ରିପତି ସାହୁ ପୂର୍ବ ବୈଠକ ର ବିବରଣୀ ପାଠ

କିଡନୀ ରୋଗରେ ଆକ୍ରାନ୍ତ କୃଷ୍ଣକୁ ସହାୟତାର ହାତ ବଢ଼ାଇଲା ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ୍ ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମ ପଂଚାୟତରେ ଏକ ଦୁଃଖ ଭରା କରୁଣ କାହାଣୀ ସାମ୍ନାକୁ ଆସିଛି।ଜନ୍ମ କଲା ମା’ର ଆଶା ଥିଲା ପୁଅ ବଡ଼ ହେବ ନିଜ ଗୋଡ଼ରେ ନିଜେ ଠିଆ ହେବ ।କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ଯେଉଁ ଆଶା ନେଇ ମାଆ ସପନ ଦେଖିଥିଲା ସେ