ମାଓ ଯୋଜନା ପଣ୍ଡ, ବିସ୍ପୋରକ ସାମଗ୍ରୀ ଜବତ

ମାଲକାନଗିରି : ଓଡ଼ିଶାରେ ମାଲକାନଗିରି ଜିଲ୍ଲାର ଜଙ୍ଗଲରୁ ବିରାଟ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । ମାଓ ଯୋଜନା ପଣ୍ଡ । ଜବତ ହେଲା ବିସ୍ଫୋରକ ସାମଗ୍ରୀ । ମାଲକାନଗିରି ଜିଲ୍ଲା ବଡିଗାଟା ଜଙ୍ଗଲରୁ ବିସ୍ପୋରକ ଜବତ କରାଯାଇଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ

ଆଜି ଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଆଜି ଠାରୁ ୩ ଦିନିଆ ଜନ୍ମମାଟି କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସକାଳ ପ୍ରାୟ ୧୦ ଟା ୨୦ରେ ରିଜର୍ଭ ପଡିଆ ହେଲିପ୍ୟାଡ଼ରେ ଅବତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ କେନ୍ଦୁଝରର ବିଭିନ୍ନ ରାଜନୈତିକ ବ୍ୟକ୍ତି ବୃନ୍ଦ, ଜିଲ୍ଲା ପ୍ରଶାସନ

କାଲିଠୁ ରତ୍ନଭଣ୍ଡାର ବୈଷୟିକ ସର୍ଭେ, ଦିନ ୧ଟାରୁ ସର୍ଭେ ଶେଷ ହେବା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ASI ପକ୍ଷରୁ ଆସନ୍ତାକାଲି ଠାରୁ ୨୩ ପର୍ଯ୍ୟନ୍ତ ୩ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ହେବ । ଦିନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ଭେ ପାଇଁ ସମୟ ସ୍ଥିର ହୋଇଛି । ୨୪ ତାରିଖ ସୁଦ୍ଧା

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ଆକ୍ସନ ମୋଡ୍‌ ରେ କ୍ରାଇମବାଞ୍ଚ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଏବେ ଆକ୍ସନ ମୋଡରେ କ୍ରାଇମବାଞ୍ଚ । ଗୁରୁବାର ସେନା ଅଧିକାରୀଙ୍କ ବାନ୍ଧବୀଙ୍କ ହୃଦୟ ବିଦାରକ ବୟାନ ଆସିବା ପରେ ନିଲମ୍ବିତ ଆଇଆଇସି ଓ ଅନ୍ୟ ୪ ପୋଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ

ଭିଜିଲାନ୍ସ ଜାଲରେ ସହକାରୀ ନିର୍ମାଣ ଯନ୍ତ୍ରୀ

ବାଲେଶ୍ଵର : ଭିଜିଲାନ୍ସ ଜାଲରେ ସହକାରୀ ନିର୍ମାଣ ଯନ୍ତ୍ରୀ । ବାଲେଶ୍ଵର କୁକୁଡ଼ା ପଦା ସ୍ଥିତ ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟାଳୟରେ ରେଡ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଏନ୍ ଭି ହରିହର ରାଓଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।

ବିପଦ ସଂକତ ତଳେ ସୁବର୍ଣ୍ଣରେଖା, ଏବେ ବି ବିପଦରେ ବାଲେଶ୍ବରବାସୀ

ଜଳେଶ୍ବର: କମିଲା ସୁବର୍ଣ୍ଣରେଖା ଜଳସ୍ତର । ହେଲେ କମିନି ବାଲେଶ୍ବର ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ବିତ୍ପାତ । ଏବେ ବି ଅନେକ ଅଞ୍ଚଳରେ ଜଳ ଭରି ରହିଥିବାରୁ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଲୋକେ । କିଛି ସ୍ଥାନରେ ଜଳର ପରିମାଣ କମିଥିଲେ ମଧ୍ୟ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ

ମାଓବାଦୀ ଯୋଜନା କୁ ପଣ୍ଡ କଲେ ଯବାନ…

ମାଲକାନଗିରି : ଗୋପନୀୟ ତଥ୍ୟ କୁ ଆଧାର କରି 142 ବାଟାଲିୟନ ବିଏସ୍ଏଫର ଯବାନମାନେ ବେଜଙ୍ଗିୱାଡା ରିଜର୍ଭ ଜଙ୍ଗଲ ନିକଟ ଗୋମ୍ପାକୋଣ୍ଡା କେନାଲ ନିକଟରେ ଏକ ସ୍ୱତନ୍ତ୍ର ମିଶନ୍ ଆରମ୍ଭ କରିଥିଲେ। ଉକ୍ତ ସ୍ଥାନରେ ଅନୁସନ୍ଧାନ ବେଳେ ଜବାନଙ୍କୁ ପ୍ଲାଷ୍ଟିକରେ ଆବୃତ ଏକ ବିସ୍ଫୋରକ (IED) ଉଦ୍ଧାର

ପ୍ରଶାସନିକ କ୍ଷେତ୍ରରେ ଭାଷାର ବ୍ୟବହାରକୁ ନେଇ ଅବହେଳା ବିରୁଦ୍ଧରେ ଆନ୍ଦୋଳନ ତୀବ୍ରତର ହେବ…

ବ୍ରହ୍ମପୁର /ଭୁବନେଶ୍ୱର /୧୯ /0୯ -ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ଦୀର୍ଘ ଦିନର ଆନ୍ଦୋଳନ ଫଳରେ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡିଶା ଗଠିତ ହୋଇଥିଲା | ଭାଷା ଭିତ୍ତିରେ ସୃଷ୍ଟି ରାଜ୍ୟର ଶାସନ ସେଇ ଭାଷାରେ ହେବାପାଇଁ 1948 ରୁ 1954 ତା ପରବର୍ତୀ ସମୟରେ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ

ପୁରସ୍କାର ପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଛି…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗତ ୧୫/୦୯/୨୦୨୪ ରିଖ ଦିନ ଆମ ଓଡ଼ିଶା ସମ୍ବାଦ ତରଫରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରତି ଜୋଗିତା

ଆସିକା ଜନସ୍ୱାସ୍ଥ୍ୟ ବିଭାଗ ପାନୀୟ ଜଳ ଯୋଗାଇ ଟାଇଫଏଡ ଜ୍ୱର ବାଣ୍ଟୁଛି…..!

ବ୍ରହ୍ମପୁର: ଆସିକା ସହର ସମେତ ଏହାର ଆଖ ପାଖ ଅଞ୍ଚଳ ରେ ଘରେ ଘରେ ଟାଇଫଏଡ ଜ୍ୱରରେ ଶତାଧିକ ଲୋକେ ଆକାନ୍ତ ହୋଇଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହର କୁ ଯୋଗାଣ ହେଉଥିବା ଜଳ ଗୋଳିଆ ଓ ଆବର୍ଜନା ଆସୁଥିବା ରୀତିମତ ଅଭିଯୋଗ ହେଉଛି। ଦୀର୍ଘ ଦିନ ହେଲା ସୁବର୍ଣ୍ଣପେଟା, ବଜାରସାହି, ନିରଞ୍ଜନ