ଲଘୁଚାପ ଆଣୁଛି ବଡ଼ ବର୍ଷା, ସକ୍ରିୟ ରହିଛି ୨ଟି ଘୂର୍ଣ୍ଣିବଳୟ

ଲଘୁଚାପ ଆଣୁଛି ବଡ଼ ବର୍ଷା। ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି ୨ଟି ଘୂର୍ଣ୍ଣିବଳୟ । ଆଜି ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ। ଉତ୍ତରପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପ ସାଗର ଉପରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖ

ଭାରତକୁ ୨୯୭ଟି ପ୍ରାଚୀନ ମୂଲ୍ୟବାନ କଳାକୃତି ଫେରାଇଲା ଆମେରିକା

ଭାରତରୁ ଚୋରା ଚାଲାଣ ହୋଇଥିବା ମୂଲ୍ୟବାନ ପୁରୁଣା ସାମଗ୍ରୀ ଫେରାଇଲା ଆମେରିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ବେଳେ ଉପହାର ସ୍ୱରୂପ ୨୯୭ ଚୋରା ସାମଗ୍ରୀକୁ ଭାରତକୁ ହସ୍ତାନ୍ତର କରାଯାଇଛି। ଗତ ୨୦୧୪ ମସିହାରୁ ବର୍ତ୍ତମାନ ସୁଦ୍ଧା ଭାରତକୁ ଫେରିଛି ଚୋରା ଚାଲାଣ

ଲୋକଙ୍କ ସେବା ପାଇଁ ନିଜ ଘର ଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅନନ୍ୟ ଉଦାହରଣ । ଲୋକଙ୍କ ପାଇଁ ନିଜ ଘର ଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝରସ୍ଥିତ ମଣ୍ଡୁଆ ବାସଭବନକୁ ଜନସାଧାରଣଙ୍କ ହିତ ନିମନ୍ତେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ । ଏଣିକି ଅଭିଯୋଗ ପ୍ରକୋଷ୍ଠ ହେବ ମୋହନଙ୍କ ବାସଭବନ । ସପ୍ତାହକୁ ୬

ଡାକ୍ତରୀ ହେବେ ସ୍ୱାଭିମାନ ଅଂଚଳର ଝିଅ ଅଙ୍କିତା

ମାଲକାନଗିରି (ଚିତ୍ରକୋଣ୍ଡା) : ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ ସୁନା ଝିଅ ଅଙ୍କିତା ବେହେରା। ଚିତ୍ରକୋଣ୍ଡା ଅଂଚଳ ଶିକ୍ଷା ଓ ସ୍ବାସ୍ୟଃ କ୍ଷେତ୍ରରେ ଆଜିବି ପଛୁଆଏଭଳି କ୍ଷେତ୍ରରେ ଅଙ୍କିତା ଡାକ୍ତରୀ ପାଇବା ଆଶ୍ଚର୍ଯ୍ୟ ଓ ଖୁସି କଥା।ସେ ଆଲ ଇଣ୍ଡିଆ ନିଟ ରେଙ୍କ 95421 ଏବଂ ଷ୍ଟେଟ ରେଙ୍କ ରେ

ମହକୁମାର ବିଭିନ୍ନ ସ୍ଥାନରେ ବିଏସଏଫ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ

ମାଲକାନଗିରି,୨୧।୯ : ମାଲକାନଗିରି ଜିଲ୍ଲା ସଦର ମହକୁମାର ବିଭିନ୍ନ ସ୍ଥାନରେ ଆଜି ବିଏସଏଫ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ପକ୍ଷ ପାଳନ ଅବସରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଶ୍ରମଦାନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ବିଏସଏଫ ମୁଖ୍ୟ କାର୍ଯ୍ୟାଳୟର ୨ୟ ବାଟାଲିୟନର ଡେପୁଟି କମାଣ୍ଡେଣ୍ଟ

ବ୍ଲକସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ମାସିକ ବୈଠକ

ଚିକିଟୀ -- ବ୍ଲକ ସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୈଠକ ବୀର ସିଂହ ଲକ୍ଷ୍ମୀ ନାରାୟଣପୁର ସ୍ଥିତ ଜୟ ହରଚଣ୍ଡୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିl ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସମସ୍ତ ପ୍ରଧାନ

ଓଡ଼ିଶା ହକି ଚାମ୍ପିୟାନସିପରେ ଚିତ୍ରକୋଣ୍ଡା ଏସଏସଡି ହାଇସ୍କୁଲ ଛାତ୍ରୀ

ଚିତ୍ରକୋଣ୍ଡା : ଓଡ଼ିଶା ହକି ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ହକି ଚାମ୍ପିୟାନସିପ-୨୦୨୪ ରେ ମାଲକାନଗିରି ଜିଲ୍ଲା ହକି ଆସୋସିଏସନ ତରଫରୁ ଦଳରେ ସ୍ଥାନ ପାଇଛନ୍ତି ଚିତ୍ରକୋଣ୍ଡା ଏସ ଏସ ଡି ହାଇସ୍କୁଲ ର ତିନି ଜଣ କୃତି ଛାତ୍ରୀ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ହକି

ଭାରତୀୟ ତଟରକ୍ଷୀ ବାହିନୀ ଓ ଗୋପାଳପୁର ବନ୍ଦରର ମିଳିତ ଅଭିଯାନରେ ଅନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ପାଳନ

ଛତ୍ରପୁର ୨୧ /୦୯ : ବିଶ୍ବର ସର୍ବବୃହତ ଉପକୂଳ ସ୍ୱଚ୍ଛତା ଅଭିଯାନ କାର୍ଯକ୍ରମ ‘ଅନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ’ କୁ ମିଳିତ ଭାବେ ଭାରତୀୟ ତଟରକ୍ଷୀ ବାହିନୀ ଓ ଗୋପାଳପୁର ବନ୍ଦର ପାଳନ କରିଛନ୍ତି। ଆଜି ଏକ ସ୍ବତନ୍ତ୍ର କାର୍ଯକ୍ରମରେ ପ୍ରାୟ ଦୁଇ କିମି ବ୍ୟାପୀ ବଟେଶ୍ୱର ବେଳାଭୂମିରେ

ଅନ୍ତରାଷ୍ଟ୍ରୀୟ ତଟୀୟ ସ୍ବଛତା ଦିବସ ପାଳିତ

ଛତ୍ରପୁର : ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଦ୍ବାରା ଅନ୍ତରାଷ୍ଟ୍ରୀୟ ତଟୀୟ ସ୍ବଛତା ଦିବସ ପାଳନ ଅବସର ରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଙ୍କ ନେତୃତ୍ବ ରେ ବିଦ୍ୟାଳୟର ସ୍କାଉଟ ଓ ଏନସିସି ଶିଶୁମାନଙ୍କ ଦ୍ବାରା ଅଗସ୍ତିନୂଆ ଗାଁ ପଂଚାୟତ ର ନୋଳିଆ ନୁଆଗାଁ

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ଶାଖାର ଅଭିମୁଖୀକରଣ କାର୍ଯ୍ୟକ୍ରମ

ଆସିକା ତା ୨୧/୯ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ଯୁବ ରେଡକ୍ରସ୍ ଶାଖାର ଉପଦେଷ୍ଟା ଦ୍ବୟ ହିନ୍ଦୀ ଅଧ୍ୟାପକ ରାଜେଶ୍ କୁମାର ସାହୁ ଏବଂ ଓଡ଼ିଆ ଅଧ୍ୟାପକ ଡ. ଅଜିତ୍ କୁମାର ମୁନୀଙ୍କ ସଂଯୋଜନାରେ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ