ଅଦାଲତଙ୍କ ନୋଟିସ୍ ପରେ ଭୁଲ ସ୍ବୀକାର କଲା ଏସବିଆଇ…
ନୂଆଦିଲ୍ଲୀ:ଭାରତୀୟ ଷ୍ଟେଟବ୍ୟାଙ୍କ(ଏସବିଆଇ)ଋଣ ପୈଠ କରି ନଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାକୁ ଦିଲ୍ଲୀର ଏକ ଅଦାଲତ ଖାରଜ କରି ଦେଇଛନ୍ତି। କାରଣ ଯେଉଁ ବ୍ୟକ୍ତିଙ୍କ ବିରୋଧରେ ମାମଲା ଚାଲିଥିଲା ତାଙ୍କର ମୃତ୍ୟୁ…