ତେବେ ୪ କୁଇଣ୍ଟାଲ ଧାନ ଓ ୧୪ ଫୁଟ ଉଚ୍ଚତା ବିଶିଷ୍ଟ ଏକ ଦାନବ ରୂପରେ ନିର୍ମାଣ ହୋଇଥିବା ଯୁଗାର ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ଶ୍ରଦ୍ଧାଳୁମାନେ ଛୋଟ, ବଡ଼ କରି ୨୦୦ ଟି ଯୁଗାର ଅର୍ପଣ କରିଛନ୍ତି । ଆଉ କହିଛନ୍ତି ଏହି ଯାତ୍ରାରେ ସାମିଲ ହୋଇ ଆମର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଛି ।
Recover your password.
A password will be e-mailed to you.