ଅଫିସ୍ ପରିସରରେ ମଦ୍ୟପାନକୁ ବାରଣ କରିବାରୁ, ଜାଳିଦେଲେ ଓ୍ବାଚରଙ୍କ ବାଇକ୍

ଫୁଲବାଣୀ : ଫୁଲବାଣୀରେ ପୁଣି ଆଉ ଏକ ମୋଟର ସାଇକେଲ ପୋଡ଼ି ଘଟଣା ଘଟିଛି। ଫୁଲବାଣୀ ସର୍କିଟ ହାଉସର ଅଗ୍ନିକାଣ୍ଡ ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସର ରେ ଆଉ ଏକ ଅଗ୍ନି କାଣ୍ଡ ଭିଆଇଲେ ଦୁର୍ବୁତ୍ତ l ଶୁୁକ୍ରବାର ବିଳମ୍ବିତ ରାତିରେ,

ରେଡିଓ ସ୍ୱାତୀର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ

ଫୁଲବାଣୀ : ସମାଜରେ ବରିଷ୍ଠ ନାଗରୀକ ଓ ବୟୋବୃଦ୍ଧ ମାନଙ୍କ ପ୍ରତି ଅବହେଳା ବୃଦ୍ଧି ପାଉଥିବାରୁ ସେମାନେ ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛନ୍ତି ଏବଂ ନିର୍ଯ୍ୟାତନାର ଶିକାର ମଧ୍ୟ ହେଉଛନ୍ତି । ବୟୋବୃଦ୍ଧ ମାନେ ହେଉଛନ୍ତି ଆମ ସମାଜର ମୁଖ୍ୟ ପୃଷ୍ଠପୋଷକ ଏବଂ ସେମାନଙ୍କର ମାନସିକ ଓ

ଯାତ୍ରୀବାହୀ ଅଟୋ ଦୁର୍ଘଟଣା : ଚାଳକ ମୃତ

ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସନ୍ତୋଷୀ ମା' ମନ୍ଦିର ନିକଟରେ ଶନିବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ଅଟୋ (ଓଡି୦୭ଏ ୦୬୯୭) ଦୂର୍ଘଟଣାରେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହିଞ୍ଜିଳି ସାରୁ ଗ୍ରାମର ଶିବଶଙ୍କର ପାତ୍ର (୩୭) । ପ୍ରକାଶ ଯେ, ଶନିବାର ସନ୍ଧ୍ୟା

ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଚିତ୍ରକୋଣ୍ଡା (ସ୍ୱାଭିମାନ )ଅଞ୍ଚଳରୁ ହାର୍ଡକୋର ୩ ମାଓବାଦୀ ଗିରଫ

ମାଲକାନଗିରି : ମାଲକାନଗିରି ପୋଲିସ କୁ ମିଳିଛି ସଫଳତା । ଗୁଇନ୍ଦା ସୂତ୍ରକୁ ଆଧାର କରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡା ଗ୍ରାମରେ ପ୍ରାୟ ୬ ରୁ ୭ ମାଓବାଦୀ ଙ୍କ ସମାଗମ ହୋଇଥିଲା । ପୁନର୍ବାର ଚିତ୍ରକୋଣ୍ଡା ଅଞ୍ଚଳରେ ନକ୍ସଲ ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ହେଉଥିବା ଏହି

ସ୍ବର୍ଗତ କମଳା ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ

ଫୁଲବାଣୀ :ଫୁଲବାଣୀର ବିଶିଷ୍ଟ ସମାଜ ସେବୀ ଓ କମଳା ପ୍ରକାଶିନୀର ସତ୍ବାଧୀକାରୀ ସ୍ବର୍ଗତ କମଳା ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବର୍ଷକ ଉତ୍ସବ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ସ୍ବର୍ଗତ ମହାପାତ୍ର ସାହିତ୍ୟ ପ୍ରତି ରୂଚି ରଖିଥିବା କାରଣରୁ ଏବେ ତାଙ୍କ ପୁତ୍ର ଡ଼

ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ପଦକ୍ଷେପ ନେଉଛନ୍ତି ବ୍ରହ୍ମପୁର ବାସିନ୍ଦା ଶ୍ରୀମତୀ ଚିନ୍ମୟୀ ପଣ୍ଡା….

ବ୍ରହ୍ମପୁର : ସବୁଜ ଶକ୍ତି ବ୍ୟବହାର କରି ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି କ୍ଷେତ୍ରରେ ପଦକ୍ଷେପ ନେଇଛନ୍ତି ବ୍ରହ୍ମପୁର ସହର ବାସିନ୍ଦା ଶ୍ରୀମତୀ ଚିନ୍ମୟୀ ପଣ୍ଡା । ପିଏମ୍- ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସାମିଲ ହୋଇ ନିଜ ଘରେ ୩ କିଲୋଓ୍ୱାଟର ସୌର ପ୍ୟାନେଲ୍ ସ୍ଥାପନ

ରାଣୀ ପଥରେ ଘାଟି ନିକଟରେ ବିରାଟ ଗଛ ପଡି ରାସ୍ତା ଅବରୋଧ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଚାରିଛକ ଯିବା ରାସ୍ତାରେ ରାଣୀ ପଥର ଘାଟି ତଳେ ଦୁଇଟି ବରଗଛ ଓ ଶାଳଗଛ ପଡି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଥିଲା l ଫଳରେ ଫୁଲବାଣୀ ଓ ଚାରିଛକ ଯିବା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା | ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ଏବଂ ସାମାଜ

ବ୍ଲକସ୍ତରୀୟ ଖେଳ ପ୍ରତିଯୋଗିତା କାର୍ଯ୍ୟକ୍ରମ

ଫୁଲବାଣୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇଁ ଭାରତ ( ନେହରୁ ଯୁବ କେନ୍ଦ୍ର ) ଫୁଲବାଣୀ ଓ ମା ବରାଳି ଯୁବ ପରିଷଦ ବାଟବହାଳିର ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ

ସାରଙ୍ଗଡିଆନ ଫୁଟବଲ ଚାଲେଞ୍ଜ କପ ଉଦଯାପିତ : ଫାଇନାଲ ମ୍ୟାଚରେ ଫୁଲବାଣୀ ସୁରଜ ଫୁଟବଲ କ୍ଲବ ବିଜୟୀ

ସାରଙ୍ଗଡ଼ : ଦଶମ ସାରଙ୍ଗଡିଆନ ଫୂଟବଲ ଚାଲେଞ୍ଜ କପ ର ଆଜି ଉଦଯାପିତ ହୋଇଯାଇଛି l ଆଜିର ଫାଇନାଲ ମ୍ୟାଚ ରେ ସୁରଜ ଫୁଟବଲ କ୍ଲବ ଫୁଲବାଣୀ ଏବଂ ଜେ. ଡି କ୍ଲବ ଫୁଲବାଣୀ ମଧ୍ୟରେ ଖେଳାଯାଇଥିଲା l ଏହି ମ୍ୟାଚ ରେ ସୁରଜ ଫୁଟବଲ କ୍ଲବ 2/0ଗୋଲ ରେ ବିଜୟୀ ହୋଇଥିଲା l ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ

ଜାଭିୟର ଛକରେ ସିରିଜ ଦୁର୍ଘଟଣା, ୭ରୁ ଅଧିକ ବ୍ୟକ୍ତି ଆହତ

ଭୁବନେଶ୍ୱର: ଭୁବନେଶ୍ୱର ଜାଭିୟର ଛକରେ ସିରିଜ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ପଛକୁ ପଛ କାର, ପିକଅପ ଭ୍ୟାନ, ଅଟୋ ଓ ବାଇକ ପିଟିହେବା ଫଳରେ ୭ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଥିବାବେଳେ ଡ୍ରାଇଭର ମଦ୍ୟପାନ