Sign in
Sign in
Recover your password.
A password will be e-mailed to you.
ମୌଳିକ ସୁବିଧାରୁ ବଞ୍ଚିତ ସାର୍ତ୍ତାଗୁଡା ଆବାସିକ ବିଦ୍ୟାଳୟ
କନ୍ଧମାଳ : କନ୍ଧମାଳ ଜିଲ୍ଲା ସଦର ଫୁଲବାଣୀ ବ୍ଲକ ଅନ୍ତର୍ଗତ ସାର୍ତ୍ତାଗୁଡା ଗ୍ରାମରେ ଥିବା ଆବାସିକ ବିଦ୍ୟାଳୟର ଦୁର୍ଦ୍ଦଶା କହିଲେ ନସରେ। ଦେଶ ସ୍ୱାଧୀନତା ପାଇବାର ଦୀର୍ଘବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ଆବାସିକ ବିଦ୍ୟାଳୟର ବିକାଶ ଆଜି ପର୍ଯ୍ୟନ୍ତ ହୋଇପାରି ନାହି। ୧୯୪୮ ମସିହାରେ!-->…
‘ନିମୋନିଆ ଭଳି HMPV ର ଲକ୍ଷଣ, ସମାନ ଚିକିତ୍ସା କରାଯିବ’: ସ୍ବାସ୍ଥ୍ୟ ସଚିବ
ଭୁବନେଶ୍ବର: ଦେଶରେ ଏବେ ଏଚଏମପିଭିର କାୟା ବିସ୍ତାର କରୁଥିବା ବେଳେ ଏହାକୁ ନେଇ ନଡରିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । କାରଣ ବିଶେଷଜ୍ଞଙ୍କ କହିବାନୁଯାୟୀ, HMPV କେବଳ ଏକ ସାମାନ୍ୟ ଋତୁକାଳୀନ ରୋଗ । ଏଚଏମପିଭି ଆଶଙ୍କା ନେଇ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡାକ୍ତର ବିଜୟ!-->…
ନିଆଁ ଲଗାଇ ଧାନ ଫସଲ ନଷ୍ଟ ଅଭିଯୋଗ, ଥାନାରେ ଏତାଲା
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଗୋପିନାଥପୁର ଗ୍ରାମରେ ଶନିବାର ସକାଳେ ନିଆଁ ଲଗାଇ ଧାନଫସଲ ନଷ୍ଟ କରିଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଘଟଣା ନେଇ ଜମି ମାଲିକ ହିଞ୍ଜିଳି ଥାନା ଗୋପିନାଥପୁର ଗ୍ରାମର ଏମ. ଦିଲ୍ଲିପ କୁମାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ!-->…
ଯୁବ ସମାଜ ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ଦର୍ଶନ ତତ୍ତ୍ୱକୁ ଜାଣିବା ଓ ଏହାର ପ୍ରଚାର ପ୍ରସାର କରିବା ଆବଶ୍ୟକ-…
ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ ଏକ ବ୍ୟକ୍ତିସତ୍ତା ନୁହେଁ ବଂର ଏକ ଚିରଞ୍ଜିବୀ ଚେତନା । ଏହି ନାମ ଏକ ଅତୁଳନୀୟ ଆଦର୍ଶ ଓ ଆଧ୍ୟତ୍ମିକତା ମାଧ୍ୟମରେ ଜୀବନବୋଧକୁ ଉପଲବ୍ଧି କରିବାର ପବିତ୍ର ଓଁକାର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ଯୁବ ଦିବସ ପାଳନ ଅବସରରେ କହିଛନ୍ତି । !-->…
୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଫଳାଫଳ।
ବ୍ରହ୍ମପୁର : ୭୬ ତମ ସ୍ବାଧିନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଗୁଡିକ ୧୧.୦୧.୨୦୨୫ ଓ ୧୨.୦୧.୨୦୨୫ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଗୁଡ଼ିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଥିଲା, ଏହା ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା!-->…
ହଂସିତାଙ୍କ ସହ ରହିଛି ବିଜେଡି ଲିଙ୍କ୍: ସାଂସଦ ପ୍ରଦୀପ ପୁରୋହିତ
ଭୁବନେଶ୍ବର: ‘ହଂସିତା ଠକେଇ ମାମଲାରେ ବିଜେଡି ନେତାଙ୍କ ଲିଙ୍କ ରହିଛି । ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ହଂସିତାଙ୍କୁ ନିୟମ ବାହାରକୁ ଯାଇ କାମ ଦେଇ ରାଜସ୍ବ ଲୁଟୁଥିଲେ ।’ କିଛି ଏପରି ସଂଘେତିକ ବୟାନ ଦେଇ ହଂସିତା ଠକେଇ ମାମଲାକୁ ଏବେ ନୂଆ ମୋଡ ଦେଇଛନ୍ତି ବିଜେପି ସାଂସଦ!-->…
ଆସିକା ବିଜ୍ଞାନ ମହାବିଦ୍ୟାଳୟ ରାଷ୍ଟ୍ରୀୟ ଯୁବ ଦିବସର ବାର୍ତ୍ତା : ସ୍ଥିରତା ଏବଂ ଦାୟିତ୍ବ ସହ ରାଷ୍ଟ୍ରକୁ ଆକୃଷ୍ଟ…
ଆସିକା : ବିଶ୍ବର ଆଧ୍ୟାତ୍ମିକ ଗୁରୁ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଯୁବ ଦିବସ ରୂପେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ. ଅଜିତ କୁମାର ମୁନୀଙ୍କ ଅଧ୍ୟକ୍ଷତା ଏବଂ ସଂଯୋଜନାରେ ସଂପାଦିତ ହୋଇଯାଇଛି। ସ୍ବାମୀଜୀଙ୍କ ଏହି ସ୍ବନକ୍ଷତ୍ର ଦିବସରେ ମହାବିଦ୍ୟାଳୟ!-->…
ତାମିଲନାଡୁ ବିଧାନସଭାରେ ଜାତୀୟ ସଂଗୀତକୁ ଅଣଦେଖା: ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ ମୁହାଁମୁହିଁ
ତାମିଲନାଡୁ ବିଧାନସଭାରେ ଜାତୀୟ ସଂଗୀତକୁ ଅଣଦେଖା କରାଯିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଏବଂ ରାଜ୍ୟପାଳ ଆର.ଏନ. ରବିଙ୍କ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ରାଜ୍ୟପାଳ ବିଧାନସଭା ଅଧିବେସନକୁ ସମ୍ବୋଧିତ ନ କରିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ରାଜ୍ୟପାଳଙ୍କ ପିଲାଳିଆମି!-->…
ଜାତୀୟ ଯୁବ ଦିବସରେ ଯୁବ ସମାଜକୁ କ୍ରାନ୍ତି ର ଆହ୍ବାନ : “ଯୁବ ସମାଜ ସଚେତନ ହେଲେ ନିଶାମୁକ୍ତ ଭାରତ ଗଠନ ସମ୍ଭବ…
ବ୍ରହ୍ମପୁର : ୧୬୨ ତମ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଯଥା ଜାତୀୟ ଯୁବ ଦିବସ ଅବସରରେ "ଯୁବ ସମାଜ ସଚେତନ ହେଲେ ନିଶାମୁକ୍ତ ଭାରତ ଗଠନ ସମ୍ଭବ "ଏହି ବାର୍ତ୍ତା ଯୁବ ସମାଜକୁ ସଂକଳ୍ପ ନେବା ପାଇଁ ବ୍ରହ୍ମା ନଗର ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଉଦ୍ୟମରେ ଏମ. କେ.ସି.ଜି.!-->…
ଛତିଶଗଡ଼ରେ ଏନକାଉଣ୍ଟର: ୩ ନକ୍ସଲ ନିହତ, ବିପୁଳ ପରିମାଣର ବିସ୍ଫୋରକ ଜବତ
ମାଲକାନଗିରି: ଛତିଶଗଡ଼ରେ ପୁଣି ବଡ଼ ଧରଣର ଏନକାଉଣ୍ଟର ହୋଇଛି । ଏଠାରେ ୩ ନକ୍ସଲ ନିହତ ହୋଇଛନ୍ତି । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଯବାନ-ମାଓବାଦୀ ଗୁଳିବିନିମୟ ହୋଇଛି । ଯବାନଙ୍କ ଗୁଳିରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି। ବିପୁଳ ପରିମାଣର ବିସ୍ଫୋରକ ଏବଂ!-->…