୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଫଳାଫଳ।

ବ୍ରହ୍ମପୁର : ୭୬ ତମ ସ୍ବାଧିନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଗୁଡିକ ୧୧.୦୧.୨୦୨୫ ଓ ୧୨.୦୧.୨୦୨୫ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଗୁଡ଼ିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଥିଲା, ଏହା ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀରଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରତିଯୋଗିତା ଗୁଡିକରେ ଡକ୍ଟର ପିନାକୀ ମହାନ୍ତି, ଅଧ୍ୟକ୍ଷ, ରାମ ନାରାୟଣ ଡ଼ିଗ୍ରୀ କଲେଜ, ଶ୍ରୀମତି ବାଣୀ ପଟ୍ଟନାୟକ ଅବସରପ୍ରାପ୍ତ ଅଧ୍ୟାପକ,ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ,ଅବସରପ୍ରାପ୍ତ ରିଡର୍, ଗୋପାଳପୁର ମହାବିଦ୍ୟାଳୟ ,ବକ୍ତୁତା ରେ ମୂଲ୍ୟାଙ୍କନ କରିଥିଲେ। ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ସୁଶ୍ରୀ ନିବେଦିତା ପାଢ଼ୀ,ଶ୍ରୀ ଚିତ୍ତରଞ୍ଜନ ଗୌଡ଼, ରଙ୍କନିଧି ବେହେରା, ଚିତ୍ରାଙ୍କନରେ ମୂଲ୍ୟାଙ୍କନ କରିଥିଲେ ।

ପ୍ରବନ୍ଧ ପ୍ରତିଯୋଗିତାରେ ଷଷ୍ଠ ରୁ ସପ୍ତମ ସ୍ତରରେ ପ୍ରଥମ ମନସ୍ବି ପାତ୍ର, ସେଣ୍ଟ ଭିନସେଣ୍ଟ କନଭେଣ୍ଟ ସ୍କୁଲ, ଦ୍ଵିତୀୟ ସୁଶ୍ରୀ ଶୁଭସ୍ମିତା ସାହୁ, ମା ସରସ୍ବତୀ ବିଦ୍ୟା ମନ୍ଦିର, ଶିବାନନ୍ଦ ନଗର, ତୃତୀୟ ଆଦିତ୍ୟ ସାହୁ, ମା ସରସ୍ବତୀ ବିଦ୍ୟା ମନ୍ଦିର, ଅଷ୍ଟମ ରୁ ଦଶମ ସ୍ତରରେ ପ୍ରଥମ ମଧୁସ୍ମିତା ସାହୁ, ଦଶମ, ମା ସରସ୍ବତୀ ବିଦ୍ୟା ମନ୍ଦିର, ଶିବାନନ୍ଦ ନଗର, ଦ୍ଵିତୀୟ ଶ୍ରେୟସୀ ମହାପାତ୍ର, ଦଶମ, ମା ସରସ୍ବତୀ ବିଦ୍ୟା ମନ୍ଦିର, ଶିବାନନ୍ଦ ନଗର, ତୃତୀୟ ଅର୍ଚ୍ଚିତା ଆଚାର୍ଯ୍ୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର , ସେହିପରି ମହାବିଦ୍ୟାଳୟ ସ୍ତରରେ ପ୍ରଥମ ଦିୟା ପୋଲାଈ, ସରସ୍ବତୀ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର , ଦ୍ଵିତୀୟ ଗାୟତ୍ରୀ ସ୍ୱାଇଁ , ମହାମାୟୀ ମହିଳା ମହାବିଦ୍ୟାଳୟ, ତୃତୀୟ ଅଙ୍କିତା ଦେବୀ ଜାନି, ମହାମାୟୀ ମହିଳା ମହାବିଦ୍ୟାଳୟ, ସେହିପରି ବକ୍ତୃତା ପ୍ରତିଯୋଗିତାରେ ଷଷ୍ଠ ରୁ ସପ୍ତମ ସ୍ତରରେ ପ୍ରଥମ ଧ୍ୟାନଲଗ୍ନା ପାଣିଗ୍ରାହୀ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର, ଅନନ୍ୟା ମିଶ୍ର , କେ. ସି. ପବ୍ଲିକ ସ୍କୁଲ, ଦ୍ଵିତୀୟ ଆଶୁତୋଷ ସାହୁ , ସରକାରୀ ଉଚ୍ଚ ବିଦ୍ୟାଳୟ, ମେଡିକାଲ କ୍ୟାମ୍ପସ, ତୃତୀୟ ପ୍ରତୁଷା ପାଢ଼ୀ, ସରସ୍ବତୀ ଶିଶୁ ମନ୍ଦିର, ରାମହରି ନଗର, ଅଷ୍ଟମ ରୁ ଦଶମ ସ୍ତରରେ ପ୍ରଥମ ଶ୍ରୀୟା ଜ୍ୟୋତିର୍ମୟୀ ପାଢ଼ୀ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନିଳକଣ୍ଠ ନଗର, ଦ୍ଵିତୀୟ ଅଙ୍କିତା ସାହୁ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ -2, ତୃତୀୟ ପ୍ରଚିତା ପର୍ଣ୍ଣିକା ପାଢ଼ୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ରାମହରି ନଗର, ମହାବିଦ୍ୟାଳୟ ସ୍ତରରେ ପ୍ରଥମ ଅଭିଷେକ ସାମନ୍ତରାୟ, ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବ୍ରହ୍ମପୁର ଦ୍ଵିତୀୟ କ୍ଷୀରବ୍ଧି ମିଶ୍ର, ନାଳନ୍ଦା ଉଚ୍ଚ ମାଧ୍ୟମିକ ସ୍କୁଲ, ତୃତୀୟ ଅନନ୍ୟା ଅପରାଜିତା, ସୃଷ୍ଟି ରେସିଡେନ୍ସିଆଲ କଲେଜ କୃତିତ୍ୱ ଅର୍ଜନ କରିଛନ୍ତି। ଚିତ୍ରାଙ୍କନ ପ୍ରତିଯୋଗିତାରେ ଚତୁର୍ଥ – ପଞ୍ଚମ ସ୍ତରରେ ପ୍ରଥମ ସାଇ ଶିବା ନିଶାଙ୍କ, ଡ଼ି. ପଲ. ସ୍କୁଲ, ଦ୍ଵିତୀୟ ସାହିଲ ସେନାପତି ସେଣ୍ଟ ଜାଭିୟରସ ହାଇସ୍କୁଲ, ତୃତୀୟ ସ୍ତୁତି ସୁବୁଦ୍ଧି , ଡି. ଏ. ଭି ପବ୍ଲିକ ସ୍କୁଲ, ବ୍ରହ୍ମପୁର, ଷଷ୍ଠ – ସପ୍ତମ ସ୍ତରରେ ପ୍ରଥମ ପ୍ରତ୍ୟୁଷା ପାଢ଼ୀ, ସରସ୍ଵତୀ ଶିଶୁ ଵିଦ୍ୟା ମନ୍ଦିର, ରାମହରି ନଗର,ଦ୍ଵିତୀୟ ଅର୍ପିତା ପାଣିଗ୍ରାହୀ, ଡ଼ି. ଏ. ଭି. ପବ୍ଲିକ ସ୍କୁଲ, ତୃତୀୟ ଶୁଭମ ସାହୁ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଅରବିନ୍ଦ ନଗର, କିର୍ତ୍ତୀକା ନାହାକ,ସେଣ୍ଟ ଜାଭିୟର ହାଇସ୍କୁଲ,ବ୍ରହ୍ମପୁର, ଅଷ୍ଟମ – ଦଶମ ସ୍ତରରେ ପ୍ରଥମ ଭବିଷ୍ୟ କୁମାର ସାହୁ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର , ଦ୍ଵିତୀୟ ଧୃତି ସାହୁ, ଡ଼ି. ଏ. ଭି ପବ୍ଲିକ ସ୍କୁଲ, ବ୍ରହ୍ମପୁର,ତୃତୀୟ ଆଦର୍ଶ ଅବିନାଶ ପ୍ରଧାନ , ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଶିବାନନ୍ଦ ନଗର କୃତିତ୍ୱ ଅର୍ଜନ କରିଛନ୍ତି। ଜାତୀୟ ଭୋଟର ଦିବସ -୨୦୨୫ ଉପଲକ୍ଷେ କୁଇଜ଼ ପ୍ରତିଯୋଗିତାରେ ପ୍ରଥମ ଆଶ୍ରୟ ମିଶ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ନୀଳକଣ୍ଠ ନଗର , ଦ୍ଵିତୀୟ ରୁଦ୍ର ନାରାୟଣ ସାହୁ, ସୃଷ୍ଟି କଲେଜ, ତୃତୀୟ ଅଭିଷେକ ହୋତା, ନାଳନ୍ଦାଶ୍ରୀ ଯୁକ୍ତ ଦୁଇ ବିଜ୍ଞାନ କଲେଜ, ସ୍ଲୋଗାନରେ ପ୍ରଥମ କ୍ଷୀରବ୍ଧି ମିଶ୍ର, ନାଳନ୍ଦାଶ୍ରୀ ବିଜ୍ଞାନ ମହାବିଦ୍ୟାଳୟ, ଦ୍ଵିତୀୟ ଅଙ୍କିତା ଦେବୀ ଜାନି, ମହାମାୟୀ ମହିଳା ମହାବିଦ୍ୟାଳୟ, ବ୍ରହ୍ମପୁର, ତୃତୀୟ ରୀତିଶା ପାଣିଗ୍ରାହୀ, ନାଳନ୍ଦାଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ କ୍ଷୀରବ୍ଧି ମିଶ୍ର ନାଳନ୍ଦାଶ୍ରୀ ବିଜ୍ଞାନ ମହାବିଦ୍ୟାଳୟ, ଦ୍ଵିତୀୟ କେ. ସୁଇଟି, ମହାମାୟୀ ମହିଳା ମହାବିଦ୍ୟାଳୟ, ତୃତୀୟ ଅନନ୍ୟା ଅପରାଜିତା, ସୃଷ୍ଟି ରେସିଡେନ୍ସିୟାଲ ହାଇର ସେକେଣ୍ଡାରୀ ସ୍କୁଲ I ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଲୋକନାଥ ଶତପଥି ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ଆୟୋଜିତ ହେଇଥିଲା।

nis-ad
Leave A Reply

Your email address will not be published.