ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ଜଣେ ବ୍ୟବସାୟୀ ଅଟକ

ଭଦ୍ରକ : ଭଦ୍ରକରୁ ପୁଣି ନକଲି ଜର୍ଦ୍ଦା ଜବତ, ଜଣେ ଅଟକ । ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ ଏହି ନକଲି ଜର୍ଦ୍ଦା ଜବତ ହୋଇଛି । ପୁରୁଣାବଜାର ଥାନା ଅଧିନ ହେଲାସାହି ନିକଟରୁ ଏହି ଜର୍ଦ୍ଦା ଜବତ ହୋଇଛି ୫ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ନକଲି ଜର୍ଦ୍ଦା | ସେକ୍ ଇଲିଆଜ ନାମକ ଜଣେ ଯୁବକ ଗିରଫ ହୋଇଛି | ପୁରୁଣାବଜାର ଥାନା ଅନ୍ତର୍ଗତ ହେଲାସାହି ରେ ନକଲି ଜର୍ଦ୍ଦା ସହିତ ମେସିନ ଜବତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସିଟି ଡିଏସପି |

nis-ad
Leave A Reply

Your email address will not be published.