ପୁଅ ଆକ୍ରମଣରେ ମା’ ମୃତ

ଆନନ୍ଦପୁର : ରାମଚନ୍ଦ୍ରପୁର ଥାନା ସାଇଁକୁଳ ନୂଆ ସାହିରେ ପୁଅ ଆକ୍ରମଣରେ ମା’ ମୃତ। ମଦ ପିଇବାକୁ ନେଇ ବଚସା ପରେ ପୁଅ କରିଥିଲା ଆକ୍ରମଣ। ଘଟଣାରେ ମୃତ ମହିଳା ମନ୍ଦିରା ନାଇକ ବୋଲି ଜଣାପଡିଛି। ପୋଲିସ ତଦନ୍ତ ଜାରି ରହିଛି  ।

nis-ad
Leave A Reply

Your email address will not be published.