ବାଲେଶ୍ଵର ରେଳ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଯାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଓ କେଣ୍ଡଲ ରାଲି


କାଶିପୁର : ରାୟଗଡା ଜିଲା କାଶିପୁର ବ୍ଳକ ଟିକିରି ରେ ଆଜି ବଣିକ ସଂଘ ଓ ଟିକିରି ଅଞ୍ଚଳ ଯୁବକ ମାନେ ଟିକିରି ମୁଖ୍ୟ ରାସ୍ତା ରେ କେଣ୍ଡଲ ଶୋଭାଯାତ୍ରା ଟିକିରି ଜଗନ୍ନାଥ ମନ୍ଦିର ଠାରୁ ବାହାରି ଗୋକୁଳମୁଣ୍ଡା ତ୍ରୀନାଥ ମନ୍ଦିରପର୍ଯ୍ୟନ୍ତ ସଭା ଯାତ୍ରା ବାହାରିଥିଲା | ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା ରେ ପ୍ରାଣ ହରାଇ ଥିବା ଯାତ୍ରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏହି ସଭାଯାତ୍ରା ଵାହାରି ଥିଲା ।

nis-ad
Leave A Reply

Your email address will not be published.