ବ୍ଲକରେ ନୂତନ କୋଠା ନିର୍ମାଣ ନିମନ୍ତେ ଭୂମି ପୂଜନ

ଦାରିଙ୍ଗବାଡି,୨୫/୫ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଏକ ନୂତନ କୋଠା ନିର୍ମାଣ ନିମନ୍ତେ ଆଜି ଭୂମି ପୂଜନ କାର୍ଯ୍ୟକ୍ରମ ହୋଇଯାଇଛି । ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ ଭୂମି ପୂଜନ କରି କାର୍ଯ୍ୟ ଆରମ୍ଭ କରିଥିଲେ । ଏହି କୋଠା ନିର୍ମାଣ ନିମନ୍ତେ ୩୦ ଲକ୍ଷ ଟଙ୍କା ଅନୁଦାନ ରହିଛି । ଭୂମି ପୂଜନ ସମୟର ବିଡ଼ିଓ ଗଦାଧର ପାତ୍ର, ସହକାରୀ ଯନ୍ତ୍ରୀ ଶିଶିର ପାତ୍ର, କନିଷ୍ଠ ଯନ୍ତ୍ରୀ ଧିରେନ୍ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.