ଆଇଏଏସ ରେଜଲ୍ଟ ପ୍ରକାଶ, ଇଶିତା କିଶୋରୀ ଟପ୍ପର…

ଭୂବନେଶ୍ୱର: ମଙ୍ଗଳବାର ପ୍ରକାଶ ପାଇଛି ଆଇଏଏସ ରେଜଲ୍ଟ । ୟୁପିଏସସି ପରିଚାଳିତ ଆଇଏଏସ ରେଜଲ୍ଟ ପ୍ରକାଶ ପାଇଛି । ମେରିଟ ଲିଷ୍ଟରେ ଇଶିତା କିଶୋରୀ ଟପ୍ପର ହୋଇଛନ୍ତି । ସେହିପରି ଗରିମର ଲୋହିଆ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ତୃତୀୟରେ ଉମା ହାରାତି ଏନ ଅଛନ୍ତି । ଏଥର ପରୀକ୍ଷାରେ ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।ଆଇଏଏସ-୨୦୨୨ ପରୀକ୍ଷାରେ ମୋଟ ୧୮୦ ଜଣ ଆଇଏଏସ ପାଇଥିବାବେଳେ ଆଇଏଫଏସ ୩୮ଜଣ ଓ ଆଇପିଏସ ୨୦୦ ଜଣ ପାଇଛନ୍ତି ।

nis-ad
Leave A Reply

Your email address will not be published.