ବଜ୍ରପାତରେ ଚାଷୀ ମୃତ

ପିପିଲି : ବଜ୍ରପାତରେ ଚାଷୀ ମୃତ। ମୃତକ ହେଲେ ପିପିଲି ତେଇଶିପୁର ପଞ୍ଚାୟତର ପୋଡଙ୍ଗ ଗ୍ରାମର ଜାପାନୀ ଗୁରୁ। ବ୍ୟକ୍ତି ଜଣଙ୍କ ଗୁହାଳରୁ ଗୋରୁଙ୍କ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତ ଘଟିଥିଲା। ଫଳରେ ସେଠାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।

nis-ad
Leave A Reply

Your email address will not be published.