ଜାଲ ସାର୍ଟିଫିକେଟ ରାକେଟ ର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ…

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ପକ୍ଷରୁ ଜାଲ ରାକେଟ ସାର୍ଟିଫିକେଟର ପର୍ଦ୍ଦାଫାଶ। ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ମାନଙ୍କ ମଧ୍ୟରେ ରହିଛନ୍ତି ବାପା ଓ ପୁଅ ।

୨୦୦ ଦଶମ ବୋର୍ଡର ଖାଲି ସାର୍ଟିଫିକେଟ, ଯୁକ୍ତ ଦୁଇର ଖାଲି ୧୭୦ ସାର୍ଟିଫିକେଟ, ପ୍ରିଣ୍ଟର, କମ୍ପ୍ୟୁଟର, ସିପିୟୁ, ନକଲି ଷ୍ଟାମ୍ପ, ବିଭିନ୍ନ ନାମୀଦାମୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ସାର୍ଟିଫିକେଟ ଜବତ ।ଗିରଫ ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ  କରିଛି ପୋଲିସ । ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ବ୍ରହ୍ମପୁର ପୋଲିସ ।

nis-ad
Leave A Reply

Your email address will not be published.