ବଜ୍ରାଘାତରେ ୫ ଟି ପରିବାରର ୬ ବଖରା ଘର ଜଳି ପୋଡି ପାଉଁଶ

ଭଦ୍ରକ: ବଜ୍ରାଘାତରେ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ବିଳମ୍ବିତ ରାତିରେ ଅଘଟଣ । ୫ ଟି ପରିବାରର ୬ ବଖରା ଘର ଜଳି ପୋଡି ପାଉଁଶ ହୋଇଛି ।

ଭଦ୍ରକ ଜିଲ୍ଲା ତିହିଡି ଥାନା ତଳ ଗୋପବିନ୍ଧା ପଂଚାୟତର କଷଟି ଗ୍ରାମରେ ବଜ୍ରପାତ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ନଷ୍ଟ ହୋଇଛି । ଭଦ୍ରକ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

nis-ad
Leave A Reply

Your email address will not be published.