କୋରାପୁଟ ଲାଉଡି ନିକଟରେ ପିକଅପ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୨ ଶ୍ରମିକ ମୃତ…

କୋରାପୁଟ: ମର୍ମନ୍ତୁଦ ଦୁର୍ଘଟଣାରେ ୨ ଶ୍ରମିକ ମୃତ । କୋରାପୁଟ ପଟାଙ୍ଗି ବ୍ଲକ୍‌ ଲାଉଡି ନିକଟରେ ପିକଅପ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୨ ଜଣ ଆନ୍ଧ୍ର ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୩ଜଣ ଗୁରୁତର ହୋଇଛନ୍ତି ।

ଭାରତମାଳା ରାସ୍ତା କାମରେ ନିୟୋଜିତ ଥିଲେ ଆନ୍ଧ୍ର ପ୍ରଦେଶ ସାଲୁର ଅଂଚଳର ଶ୍ରମିକ । ସମସ୍ତ ଆହତଙ୍କୁ ସାଲୁର ପରେ ବିଜୟନଗରମ୍‌ ହସପିଟାଲରେ ଭର୍ତ୍ତି କରାଯାଇଛି । ଗାଡିରେ ମୋଟ ୧୫ଜଣ ଶ୍ରମିକ ଥିଲେ ।

nis-ad
Leave A Reply

Your email address will not be published.