ବାଇକକୁ ଧକ୍କା ଦେଲା ଦ୍ରୁତଗାମୀ ପିକ୍ ଅପ୍ ଭ୍ୟାନ: ୨ ମୃତ

ବାଲେଶ୍ଵର: ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ଅଧୀନ କଣ୍ଟାବଣିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ କୁ ଧକ୍କା ଦେଲା ଦ୍ରୁତଗାମୀ ପିକ୍ ଅପ୍ ଭ୍ୟାନ। ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକ ସ୍ଥାନୀୟ କଣ୍ଟାବଣିଆ ଅଞ୍ଚଳର । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଓ ନିଆଁ ଜାଳି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା ।

nis-ad
Leave A Reply

Your email address will not be published.