ମାଓ ଅଭିଯାନ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ…

ମାଲକାନଗିରି : ମାଲକାନଗିରି ସୀମାନ୍ତ ରେ ସର୍ଚ୍ଚ ଅପରେସନ ବେଳେ ଓଡିଶା ପୋଲିସ କୁ ମିଳିଲା ବଡ଼ ସଫଳତା, ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ନେଇ ମାଲକାନଗିରି ଏସପି ସୂଚନା ଦେଲେ । ତେବେ ଏହି ଅପରେସନ ଓଡିଶା, ଆନ୍ଧ୍ର ଓ ଛତିଶଗଡ଼ ପୋଲିସ ପକ୍ଷରୁ ମିଳିତ ଭାବେ କରାଯାଉଥିବା ସମୟରେ ଆନ୍ଧ୍ରର କୁସମପୁଟ ଅଂଚଳରେ ଯବାନଙ୍କୁ ମାଓବାଦୀ ଙ୍କ ଦ୍ଵାରା ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର କର୍ଡେକ୍ସ ତାର, ବିସ୍ଫୋରକ ସହିତ ୬ ଟି ଟିଫିନ୍, ୱାକି ଟକି ଏବଂ ଅନ୍ୟାନ୍ୟ ବିଦ୍ୟୁତିକ ଉପକରଣ ଓ ସାମଗ୍ରୀ ମିଳିଥିବା ମାଲକାନଗିରି ଏସପି ନିତେସ ୱାଧୱାନି ସୂଚନା ଦେଇଛନ୍ତି |

nis-ad
Leave A Reply

Your email address will not be published.