ନଦୀରୁ ମିଳିଲା ଅଖା ଭିତରେ ଥିବା ମୃତ ଦେହ

ପିପିଲି଼ : ଅଖା ଭିତରେ ମହିଳାଙ୍କ ମୃତଦେହ । ଏପରି ଘଟଣା ଦେଥାଯାଇଛି ସତ୍ୟବାଦୀ ଥାନା ଅଞ୍ଚଳରେ । ସତ୍ୟବାଦୀ ଥାନା ସୁଆଣ୍ଡୋ ନଦୀବନ୍ଧ ଚିଲପାଟଣାରୁ ଏକ ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏପର୍ଯ୍ୟନ୍ତ ମୃତ ମହିଳାଙ୍କ ପରିଚୟ ଜଣାପଡ଼ିନାହିଁ ।

nis-ad
Leave A Reply

Your email address will not be published.