ରାଜ୍ୟରେ ୧୧,୯୨୯ ସ୍କୁଲ ଘର ବିପଦପୂର୍ଣ୍ଣ: ସମୀର ଦାସ..

ଭୁବନେଶ୍ୱର: ରାଜ୍ୟରେ ବିପଦପୂର୍ଣ୍ଣ ଅବସ୍ଥାରେ ୧୧ହଜାର୯୨୯ସ୍କୁଲ ଘର । ସବୁ ଅସୁରକ୍ଷିତ ଶ୍ରେଣୀ ଘର ଭାଙ୍ଗିବାକୁ ନିର୍ଦ୍ଧେଶ ଦିଆଯାଇଛି । ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା । ଗାଁରେ ପଞ୍ଚାୟତିରାଜ ବିଭାଗକୁ ସ୍କୁଲ ମରାମତି ପାଇଁ କୁହାଯାଇଛି । ମୋଟ ୭୭ହଜାର୯୩୧ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରାଯିବ ।

nis-ad
Leave A Reply

Your email address will not be published.