ବିମଳେନ୍ଦୁ ପାଢ଼ୀ ହେଲେ ବିଜେଡ଼ିର ଫୁଲବାଣୀ ପୌର ପରିଷଦ ସଭାପତି

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଜୁ ଜନତା ଦଳର ବିମଳେନ୍ଦୁ ପାଢ଼ୀଙ୍କୁ ଫୁଲବାଣୀ ପୌରପରିଷଦ ସଭାପତି ଭାବେ ଘୋଷିତ କରାଯାଇଛି l ଘୋଷଣା ପରେ ଶ୍ରୀ ପାଢୀ ରାଜ୍ୟ ବିଜେଡ଼ି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳର ସାଙ୍ଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ, କନ୍ଧମାଳ ସାଂସଦ ଡଃ ଅଚୁତ ସାମନ୍ତ,ଜିଲ୍ଲା ସମସ୍ତ ବିଧାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, କନ୍ଧମାଳ ଜିଲ୍ଲା ସଭାପତି ସରୋଜ ଧନ୍ୟବାଦ ଅର୍ପଣ କରିଛନ୍ତି l

nis-ad
Leave A Reply

Your email address will not be published.