ରାଜେନ୍ଦ୍ର ପାଢ଼ୀ ହେଲେ ବିଜେଡ଼ିର ଡିଜିଟାଲ ଓ ମିଡିଆ ଜିଲ୍ଲା ସାଧାରଣ ସମ୍ପାଦକ

ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ବିଜୁ ଜନତା ଦଳ ର ଡିଜିଟାଲ ଓ ମିଡିଆ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ରାଜେନ୍ଦ୍ର ପାଢ଼ୀଙ୍କ ନାମ ଘୋଷିତ ହୋଇଛି l
ଘୋଷଣା ପରେ ଶ୍ରୀ ପାଢୀ ରାଜ୍ୟ ବିଜେଡ଼ି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳର ସାଙ୍ଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ, କନ୍ଧମାଳ ସାଂସଦ ଡଃ ଅଚୁତ ସାମନ୍ତ,ଜିଲ୍ଲା ସମସ୍ତ ବିଧାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, କନ୍ଧମାଳ ଜିଲ୍ଲା ସଭାପତି ସରୋଜଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l ଏଥି ସହିତ କନ୍ଧମାଳ ସାମ୍ବାଦିକ ମାନଙ୍କ ସହଯୋଗ କାମନା କରିଛନ୍ତି l

nis-ad
Leave A Reply

Your email address will not be published.