ସୁରେଶ ମହାପାତ୍ର OERC ଚେୟାରମ୍ୟାନ୍ ନିଯୁକ୍ତ…

ଭୁବନେଶ୍ବର: ସୁରେଶ ମହାପାତ୍ର ହେବେ OERC ଚେୟାରମ୍ୟାନ୍ । ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟୋରି କମିଶନ-ଓଇଆରସି ଚେୟାରମ୍ୟାନ ଭାବେ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ଏନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶ୍ରୀ ମହାପାତ୍ର ଏବେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଅଛନ୍ତି। ୨ ଦିନ ପରେ ଅର୍ଥାତ୍ ଚଳିତ ମାସ ୨୮ ତାରିଖରେ ସେ ଅବସର ନେଉଛନ୍ତି। ଏହା ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ଥଇଥାନ କରି ସନ୍ତୁଷ୍ଟିକରଣ କରିବାକୁ ପଦକ୍ଷେପ ନେଇଛନ୍ତି।

nis-ad
Leave A Reply

Your email address will not be published.