ତୁର୍କୀ ଓ ସିରିଆ ଭୂକମ୍ପ: ୫୦ ହଜାର ଟପିଲା ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ: ତୁର୍କୀ ଓ ସିରିଆରେ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଲା । ତୁର୍କୀରେ ୪୪,୨୧୮ ଓ ସିରିଆରେ ୫,୯୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ତୁର୍କୀରେ ୨ ଲକ୍ଷ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦେଢ ଲକ୍ଷ ଲୋକ ବାସହରା ହୋଇଯାଇଛନ୍ତି । ସୂଚନା ମୁତାବକ, ଗତ ଫେବୃଆରୀ ୬ରେ ଭୂମିକମ୍ପକରେ ଥରିଥିଲା ଦୁଇ ଦେଶ ।

nis-ad
Leave A Reply

Your email address will not be published.