ମୁଖ୍ୟମନ୍ତ୍ରୀଙ୍କ ସତ୍ ସାହାସଥିଲେ ଏସ୍ଆଇଟି ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଲେଖନ୍ତୁ : ନରସିଂହ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ବହୁ ଡେରିରେ ମୁହଁ ଖୋଲିଲେ କିଛି ଲାଭ ନାହଁ । କିଛି ବି ନୂଆ କଥା ଏଥିରେ ସେ କହିନାହାନ୍ତି । ବିରୋଧି ଦଳ ଯେଉଁ ଯେଉଁ କଥା ପାଇଁ ଦାବି କରୁଛନ୍ତି ସେ ମାମଲାରେ ସେ କିଛି ବି ମନ୍ତବ୍ୟ ଦେଇନାହାନ୍ତି ।ତାଙ୍କ ଷ୍ଟେଟମେଣ୍ଟରୁ ଯାହା ଜଣାପଡୁଛି ସଠିକଭାବେ କ୍ରାଇମବ୍ରାଞ୍ଚ ତଦନ୍ତ ହେଉନାହିଁ ।ସେଇଟା କେବଳ ଜଣଙ୍କ ଉପରେ ତଦନ୍ତ କରାଯାଉଛି ଗୋପାଳ ହତ୍ୟା କରିଛି କି ନାହିଁ ସେ ଉପରେ ତଦନ୍ତ କରାଯାଉଛି କିନ୍ତୁ ନବଦାସଙ୍କ ପରିବାର ପ୍ରଥମରୁ ଯାହା କହିଥିଲେ ଯେ ଏଥିରେ କନଫ୍ରେସିଙ୍ଗ ଅଛି ସେ ବିଷୟରେ କିଛି କହିଲେନି ।ଖାଲି ବିରୋଧି ଦଳ କହୁନାହାନ୍ତି ତାଙ୍କ ପରିବାର ଲୋକେ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ ଲଥିରେ ଷଡଯନ୍ତ୍ର ଅଛି । ଏବଂ ମୁଁ ମଧ୍ୟ କହୁଛି ସୁଚିନ୍ତିତ ଭାବେ କହୁଛି ଏହା ଏକ ପ୍ରି ପ୍ଲାନ ମର୍ଡର । ଜଣେ ପୋଲିସ ଅଫିସର ଏତେ ସୁବିଧା ପାଇବ ନାହିଁ ଯେତେବେଳେ ସେ ପୋଲିସ ସୁରକ୍ଷାରେ ଥିବ । ଏବଂ ଅଭିଯୁ୍‌କ୍ତ ତାର ଦାୟିତ୍ୱ ଥିଲା ଟ୍ରାଫିକ କିନ୍ତୁ ସେ କେମିତି ନବବାବୁଙ୍କ ପାଖକୁ ଆସିଲା ? ଯେଉଁ ପୋଲିସ ଫୋର୍ସ ନବବାବୁଙ୍କ ଚାରିପାଖରେ ରହିବା କଥା ସେମାନେ ଗଲେ କୁଆଡେ, ଆଇଆଇସି ପୋଲିସ ଆସିବା ପାଇ ତାଙ୍କୁ ବାରଣ କେମିତି କଲେନି । କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ମୋର ବର୍ତ୍ତମାନ ବିଶ୍ୱାସ ନାହିଁ ତାର କାରଣ ହେଲା ଯେଉଁ ଭାବରେ ସେମାନେ ଅନୁସନ୍ଧାନ କରିବା କଥା ସେମାନେ କରୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଷ୍ଟେଟମେଣ୍ଟ ମଧ୍ୟ କହୁଛି ୍‌ି ଯେମିତି ଏ କେସରେ ଷଡଯନ୍ତ୍ର ନଥିଲା । ଏଭଳିଆ ଷ୍ଟେଟମେଣ୍ଟ ମୁ କେବେବି ଆଶା କରିନଥିଲି ମୁଖ୍ୟମନ୍ତ୍ରୀଙ୍କଠାରୁ । କଂଗ୍ରେସ ଦାବି କରଛି ଯେ କ୍ରାଇମବ୍ରାଞ୍ଚ ନୁହେଁ ସ୍ପେଷାଲ ଇନଭେଷ୍ଟଙ୍ଗି ଟିମ ଏଥିରେ ସାମିଲ କରାଯାଉ । ଏହାକୁ ଜୁଡିସିଆରୀ ମାଧ୍ୟମରେ ହାଇକୋର୍ଟ ଏହାକୁ ନିଯୁ୍‌କ୍ତି କରାଉ । ବର୍ତ୍ତମାନ ଯେଉଁ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ଯଦି ବିରୋଧି ଦଳଙ୍କର ବିଚାରବିଭାଗ ଉପରେ ତାଙ୍କର ଭରଷା ନାହିଁ ତାହାଲେ କହା ଉପରେ ଭରଷା ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଁ କହିବି ବିଚାର ବିଭାଗ ଉପରେ ଆମର ବିଶ୍ୱାସ ଅଛି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ନାହିଁ । ସେ କାହିଁକି ଏକ ଏସଆଇଟି ଟିମ ଗଠନ କରୁନାହାନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କର ଦମ ଅଛି ତାହାଲେ ସେ ଜୁଡିସିଆରୀ ମାଧ୍ୟମରେ ଚିପ ଜଷ୍ଟିସର ଆଇକୋର୍ଟକୁ ଏକ ଛିଠି ଲେଖନ୍ତୁ ତପରେ ଦେଖିବା ହାଇର୍କୋଟ କଣ କହୁଛନ୍ତି,ତାଙ୍କ ବିରୁଦ୍ଦରେ ଯେଉଁ ଅବସରପ୍ରାପ୍ତ ଜଜଙ୍କୁ ନିଯୁକ୍ତି ଦିଅନ୍ତୁ ।

ମୁଖ୍ୟମନ୍ତ୍ରୀ ତାଙ୍କର ସ୍ୱର ଏବଂ ଚିନ୍ତାଧାରା ବଦଳାନ୍ତୁ ଯେଉଟା କଂଗ୍ରେସ କହୁଛି କାହାକୁ ଗ୍ରହଣ କରନ୍ତୁ ତା ପରେ ଜଣାପଡିବ ସେ ଦୋଷିକୁ ଦଣ୍ଡ ମିଳୁଛି କି ନାହିଁ । ଯଦି ସେ ସଠିକଭାବେ ତଦାରଖ କରୁଛନ୍ତିି ତାହାଲେ ନବଦାସଙ୍କୁ ଯେଉଁ ଗୁଳି ମରାଯାଇଛି ସେ ଗୁଳି ଏ ପର୍ଯ୍ୟନ୍ତ କେମିତି ମିଳିପାରିନାହିଁ? ଗାଡିରୁ ଓଲ୍ଲାଇ ନଥିଲେ ତାଙ୍କକୁ ଗୁଳି କରାଯାଇଛି ତାହାଲେ ସେ ଗୁଳି ଗଲା କୁଆଡେ ବୋଲି ସେ କହିଛନ୍ତି । ଏବଂ ଏଭଳି ଭାବେ ଗୁଳି କରାଯାଇଛି ଯେ ହାର୍ଟ ପୂରା କଣା ହୋଇ ବାହାରକୁ ବାହାରି ପଡିଛି ଗୁଳି ଏବଂ ସେ ଗୁଳି ବି ଗଲା କୁଆଡେ । ଗାଡିକୁ ସାଙ୍ଗେ ସାଙ୍ଗେ କାହିଁକି ସିଜ୍ କଲେନି କୁଆଡେ ଗଲା କି ପ୍ରକାର ଆଶ୍ଚଯ୍ୟ କଥା! ପୋଷ୍ଟମଟମ୍ ରିର୍ପୋଟ କହୁଛି ଗୁଳି ବାହାର କରିହେବ କିନ୍ତୁ ସେ ଗୁଳି ବାହାର କରିନାହାନ୍ତି ସେ ।ପୋଷ୍ଟମଟମ ରିର୍ପୋଟ କହୁଛି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ଭୁବନେଶ୍ୱର କାହିଁକି ଅଣାଗଲା?ମୁଖ୍ୟମନ୍ତ୍ରୀ ତାଙ୍କୁ ନମସ୍କାର କଣ ପାଇଁ କରୁଥିଲେ?ବିଜେପି ନେତାଙ୍କୁ ସେ ଟାର୍ଗେଟ କାହିଁକି କରିକି କହିଲେ?ଯଦି ମୁଖ୍ୟମନ୍ତ୍ରୀ ସେଇଟା କହିନାହାନ୍ତି ତହହେଲେ ସେଇଟା କାହାର ମତବୋଲି ସେ କହିଛନ୍ତି । ଆମେ ଧରିନେବୁ ସେଇଟା ସରକାରଙ୍କ ମତବୋଲି ।ଯେଉଁ ଭାବରେ ଇନଭେଷ୍ଟିକେସନ ଚାଲିଛି ସେ ଭାବରେ ଇନଭେଷ୍ଟିକେସନ ହୁଏ ନାହିଁ । ମୁଁ ମଧ୍ୟ ମୋ ଜୀବନକାଳ ମଧ୍ୟରେ ହଜାର କେସ କରିଥିବି ମୋ ଅଭିଂଗ୍ୟତା କହୁଛି ସଠିକ ଭାବେ ଇନଭେଷ୍ଟିକେସନ ହେଉନାହିଁ । ବାଟବଣା ହେଇଛି ଏ କେସ । ବହୁତ ଓକିଲ ବହୁ ମତ ଦେଇସାରିଲେଣି କିନ୍ତୁ ପୋଲିସ ଆଉ ଗୋଟିଏ କଥା କହୁଛି । ଯଦି ଅଭିଯୁକ୍ତ ଦୋଷ ସ୍ୱିକାର କରାଗଲା ତାହେଲେ ସେଇଟା ରେର୍କଡ କଣ ପାଇଁ କରାଗଲାନି ବୋଲି ସେ କହିଛନ୍ତି । ଯଦି କେହି ସାଖ୍ୟ ନାହାନ୍ତି ତାହାଲେ ଦୋଷିକୁ ଖୋଜିବାକୁ ପଡିବ ।

nis-ad
Leave A Reply

Your email address will not be published.