ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଭୁଆଁ ବୁଲାଉଛନ୍ତି : ଜୟନାରାୟଣ

ଭୁବନେଶ୍ୱର: ଆସିଲା ଜୟନାରାୟଣଙ୍କ ପ୍ରତିକିୟା ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଭୁଆଁ ବୁଲାଉଛନ୍ତି । ଘଟଣାର୨୪ଦିନ ପରେ କଣ ମୁଖ୍ୟମନ୍ତ୍ରୀଙ୍କ ନୀଦ ଭାଙ୍ଗିଲା କି? ପୂର୍ବତନ ଜଜଙ୍କୁ ନିୟୋଜନ ପାଇଁ ଅନୁରୋଧ ସମ୍ପୂର୍ଣ୍ଣ ମିଛ । କାଗଜ ଭିତରେ କଣ ଅଛି ବୋଲି ପଚାରିଲେ ସେ କିଛି କହିପାରିବେ ନହଁ ବୋଲି ସେ କହିଛନ୍ତି ।

ହାଇକୋର୍ଟରୁ ସେଭଳି କିଛି ନୋଟିସ ଜାରି କରାଯାଇନାହିଁ । ଧର୍ମେନ୍ଦ୍ର ପ୍ରଧାନ ଓ ମୋର ସଂମୃକ୍ତି ଥାଇପାରେ ବୋଲି କହିଥିଲେ ପ୍ରମିଳା ମଲ୍ଲିକ । ରାଜ୍ୟରେ ଜଣେ ମନ୍ତ୍ରୀଙ୍କ ବିବୃତିଙ୍କୁ ରାଜ୍ୟ ସରକାରଙ୍କ ବିବୃତି ବୋଲି ଧରାଯିବ ।ତେଣୁ ଏ ଘଟଣାକୁ ନେଇ ମୁଁ ପ୍ରମିଳାଙ୍କ ନାଁରେ ମାନହାନୀ ମାମଲା କରିବି । ମୁଖ୍ୟମନ୍ତ୍ରୀ ମିଛ କହୁଛନ୍ତି ବୋଲି ଜୟନାରାୟଣ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.