ନବଙ୍କ ହତ୍ୟା ପଛରେ ଜଣେ ବାହୁବଳୀ ନେତାଙ୍କ ହାତ : ତାରା

ଭୁବନେଶ୍ୱର:ନବଦାସ ହତ୍ୟା ମାମଲାରେ ତାରା ପ୍ରସାଦ ବାହିନୀପତିଙ୍କ ବିସ୍ପୋରକ ବୟାନ । ପଶ୍ଚିମ ଓଡିଶାର ବାହୁବଳୀ ନେତାଙ୍କ ସଂପୃକ୍ତି ଥିବା କହିଲେ ତାରା ପ୍ରସାଦ । ବାହୁବଳି ନେତାଙ୍କୁ ତଦନ୍ତ ପରିସରଭୁକ୍ତ ପାଇଁ ଦାବି କଲେ ତାରା । ସଂପୃକ୍ତ ବାହୁବଳୀ ନେତାଙ୍କ ସହ ପଡୁ ନଥିବା ନବ ମୋତେ କହୁଥିଲା । କାହିଁକି ନବଙ୍କୁ ହତ୍ୟା କରାଗଲା ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କାହିଁକି ସ୍ନଷ୍ଟ କରୁନହାନ୍ତି ।

ଗୋପାଳ ସତରେ ପାଗଳ ନା ତାକୁ ପାଗଳ କରିବାକୁ ଚେଷ୍ଟା କରାଯାଉଛି । ବିଜେଡିର କେହି ଜଣେ ନେତା ଏ ମର୍ଡର କେସରେ ସଂପୃକ୍ତ ଥିବା କହିଛନ୍ତି ତାରାପ୍ରସାଦ ବାହିନୀ ପତି । ଅବସରପ୍ରାପ୍ତ ଜଜଙ୍କୁ ପ୍ରଭାବିତ କରାଯାଇପାରେ,ଏସ୍‌ଆଇଟି ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.