ନବ ଦାସ ହତ୍ୟା ମାମଲା : ଗୋପାଳ କେବଳ ସୁଟର କିନ୍ତୁ ହ୍ୟାଣ୍ଡଲର କିଏ ଖୋଜୁନି ପୋଲିସ: ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ଦିନକୁ ଦିନ ଖୋଲିବାରେ ଲାଗିଛି ଅନେକ ତଥ୍ୟ । ଗୋପାଳ ସୁଟର, ହ୍ୟାଣ୍ଡଲରକୁ ଖୋଜୁଛି ପୋଲିସ କହିଲେ ଜୟନାରାୟଣ ମିଶ୍ର ।  ପୋଲିସ ଉପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆରୋପ ।

ହତ୍ୟାର ଗୋପାଳ କେବଳ ସୁଟର କିନ୍ତୁ ହ୍ୟାଣ୍ଡଲର କିଏ ଖୋଜୁନି ପୋଲିସ । ନବ ଦାସ ହତ୍ୟା ପଛରେ ବହୁତ ବଡ ମୁଣ୍ଡ ରହିଛି ବୋଲି କହିଲେ ଜୟନାରାୟଣ । ଓଡିଶା ପୋଲିସ ତଦନ୍ତ ନାଁରେ କେବଳ ଡ୍ରାମା କରୁଛି । କାରସାଦି କରି ଏହି ଘଟଣାକୁ ସଂପୂର୍ଣ୍ଣ ଚାପି ଦେବେ ରାଜ୍ୟ ସରକାର ।

nis-ad
Leave A Reply

Your email address will not be published.