ଟ୍ରକ ଟର୍ମିନାଲରେ ମହିଳାଙ୍କୁ ହତ୍ୟା !

କଟକ: ଦିନକୁ ଦିନ ମୃତ୍ୟୁର ସଂଖ୍ୟା ବଢିବାରେ ଲାଗିଛି । ସେହିଭଳି ଆଉ ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି । ଜଗତପୁର ଟ୍ରକ ଟର୍ମିନାଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ।

ପୋଲିସ ମୃତଦେହକୁ ଉଦ୍ଧାର କରି ଜଗତପୁର ଥାନା ପୋଲିସର ଛାନଭିନ ଜାରି ରହିଛି । ମୃତ ମହିଳା ସ୍ଥାନୀୟ ଅଞ୍ଚଳର କୁନି ସାହୁ ବୋଲି ଜଣାପଡିଛି । କୁନିଙ୍କ ବେକରେ କ୍ଷତଚିହ୍ନ ଥିବାରୁ ।କହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

nis-ad
Leave A Reply

Your email address will not be published.