କଚେରୀ ପଡିଆ ଠାରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ରେ 74ତମ ସାଧାରଣତନ୍ତ୍ର ଦିବସ ପାଳିତ…

ବୌଦ୍ଧ : 26/1 ଆଜି କଚେରୀପଡିଆଠାରେ ଜିଲ୍ଲା ସ୍ତରୀୟ 74 ତମ ସାଧାରଣତନ୍ତ୍ର ଦିବସ ପାଳିତ ପତାକା ଉତ୍ତୋଳନ କଲେ ଜିଲ୍ଲାପାଳ l ଆଜି 74ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ବୌଦ୍ଧ କଚେରୀ ପଡିଆ ଠାରେ ସକାଳ ଘ:
8:30:ମିନିଟ ଅନୁଷ୍ଠିତ ହୋଇଯାଇଛି l ବୌଦ୍ଧ ଜିଲ୍ଲାପାଳ ଶ୍ରୀ ସତ୍ୟରଞ୍ଜନ ସାହୁ ଜାତୀୟ ପତାକାକୁ ଉତ୍ତୋଳନ କରି

ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସାଇ ମିନାଙ୍କ ମିଳିତ ପ୍ୟାରେଟ ରେ ପ୍ରଦକ୍ଷଣ କରିବା ଶହ ଅଭିଭାଷଣ ଗ୍ରହଣ କରିଥିଲେ l ପରେ ଉପସ୍ଥିତ ଜନସାଧାରଣ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ସାହୁ 74 ତମ ସାଧାରଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇବା ଶହ ଦେଶର ସମ୍ଭିଧାନକୁ ସୁରକ୍ଷା ଦେବା ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ ବୋଲି ନିଜର ଅଭିଭାଷଣ ପ୍ରକାଶ କରିଥିଲେ l ଶ୍ରେଷ୍ଠ ପ୍ରେରିଆଡ଼ ଓ ଗ୍ରୁପ କୁ ପ୍ରଫି ପ୍ରଦାନ କରିବା ଶହ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗିତା ଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିବା ବେଳେ ଜିଲ୍ଲାର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ମଧ୍ୟ 74ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିବା ଦେଖିବା କୁ ମିଳିଛି l

ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ l

nis-ad
Leave A Reply

Your email address will not be published.