ଚୁଆଁ ଫାର୍ମ ହାଉସରେ ଜଗୁଆଳି ଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର୍‌…

ବଲାଙ୍ଗିର: ଵଲାଙ୍ଗିର ସଦର ଥାନା ଅଇଁଲା ଚୁଆଁ ର ଫାର୍ମ ହାଉସ ର ଜଗୁଆଳି ଙ୍କୁ କେହି ଜଣେ ହତ୍ୟା କରି ଫେରାର ହୋଇଯାଇଛି । ମୃତକ ହେଲେ ରାତୁ ଭୁଏ । ମୁଣ୍ଡ ଛେଚି ହତ୍ୟା କରି ଦୁର୍ବୃତ୍ତ ଫେରାର ମାରିଥିବା ବେଳେ ସଦର ପୋଲିସ ଘଟଣା ର ତଦନ୍ତ କରୁଛି ।

ଗତକାଲି ରାତିରେ ଦୁଇଟି ବାଇକ ରେ ତିନିଜଣ ଆସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଘଟଣା ସ୍ଥଳରେ ସଦର ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

nis-ad
Leave A Reply

Your email address will not be published.